ଢେଙ୍କିକୋଟ ଠାରେ ଆନ୍ତଃରାଜ୍ଯ ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ l
କେନ୍ଦୁଝର,ତା୧୪/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଭଲିବଲ୍ ସଂଘ ତରଫରୁ ୧୫ତମ ବାର୍ଷିକ ଆନ୍ତରାଜ୍ଯ ଦିବାରାତ୍ର ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି l ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲ୍ଲାର ସାଂସଦ ଶ୍ରୀ ଅନନ୍ତ ଚରଣ…