କିଏ ଡାକିଥିଲା କେହି ଜାଣିନାହାନ୍ତି, ହେଲେ ସମର୍ଥନ ଥିଲା ଦେଖିଲା ଭଳିଆ
ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାରେ ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦକୁ ମିଳିଛି ଅଦ୍ଭୂତପୂର୍ବ ଜନସମର୍ଥନ । ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ସର୍ବତ୍ର ଗୁଞ୍ଜରିତ ହୋଇ ଉଠିଥିଲା, ଆମେ ଆରକ୍ଷଣକୁ…