ଅକ୍ଟୋବର ୧୫ ସୁଦ୍ଧା ବର୍ଷା ଓ ମରୁଡି ସ୍ଥିତି ସମ୍ପର୍କରେ ରିପୋର୍ଟ ଦିଅ : ୯ ଜିଲ୍ଲାର ୧୧୪ ବ୍ଲକରେ  ସ୍ୱାଭାବିକ ଠାରୁ…

  ଭୁବନେଶ୍ୱରରୁ ମାନସୀ ମିଶ୍ର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ହୋଇଥିବା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି  । ଅକ୍ଟୋବର ୧୫ ତାରିଖ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ସବିଶେଷ ସ୍ଥିତି ସମ୍ବଳିତ ରିପୋର୍ଟ ପ୍ରଦାନ କରିବା ପାଇଁ…

ନାରାୟଣଙ୍କ ରୋଷ ଦେଖି ମୁକୁଙ୍କ ପଛଘୁଞ୍ଚା : ପ୍ରାର୍ଥୀ ଘୋଷଣା ପୋଷ୍ଟପନ, ସର୍ତ୍ତ ଭୁଲି ଅଶୋକ କହିଲେ ଯୋଗଦାନ…

   ବିଜେପୁର/ପାଇକମାଳରୁ ଗୌରାଙ୍ଗ ଦାଶଙ୍କ ରିପୋର୍ଟ : ସବୁକିଛି ଠିକ ହୋଇଥିଲା । ଅଶୋକଙ୍କ ସର୍ତ୍ତରେ ବି ରାଜି ଥିଲେ ରାଜ୍ୟ ବିଜେପି । ହେଲେ ସବୁକିଛି ବିଜାଡ଼ିଦେଇଥିଲେ ନିଜେ ଅଶୋକ  ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଦେଲେ ସେତିକିବେଳେ ଯେତେବେଳେ କି କହିଲେ ମୁ ବିଜେପିରେ ଯୋଗ ଦେଉଛି ଆଉ…

 ଲୋକସଭା ରିପୋର୍ଟ କାର୍ଡ  : ଉପସ୍ଥାନରେ ନମ୍ବର ୧, ବିତର୍କରେ ବି ଟପ ସାଂସଦ ରବୀନ୍ଦ୍ର 

  ଭୁବନେଶ୍ୱରରୁ ଚକ୍ରଧର ମାଝି  : ଲୋକସଭାକୁ ଓଡିଶାରୁ ୨୧ ସାଂସଦ ନିର୍ବାଚିତ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ବିଜୁ ଜନତା ଦଳର ।  ଆଉ ଜଣେ ସାଂସଦ  ବିଜେପିରୁ ଜୁଏଲ ଓରାମ, ଯେ କି କେନ୍ଦ୍ରମନ୍ତ୍ରୀ ।  ହେଲେ ୨୦ ବିଜେଡି ସାଂସଦଙ୍କ ମଧ୍ୟରୁ ପ୍ରଥମଥର ପାଇଁ ନିର୍ବାଚିତ…

ତୈଳ ଓ ରନ୍ଧନଗ୍ୟାସ ଦର ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ : ସବୁ ତେଲ ଟାଙ୍କି ଆଗରେ ହେବ ପ୍ରତିବାଦ

  ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ବିଶ୍ୱ ବଜାରରେ ତୈଳଦର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଦେଶରେ ବାରମ୍ବାର ପେଟ୍ରୋଲ,ଡିଜେଲ୍ ଓ ରନ୍ଧନଗ୍ୟାସଦର ବୃଦ୍ଧି ନେଇ ଓଡିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁ ଇଣ୍ଡିଆନ ଅଏଲ୍ ପେଟୋ୍ରଲ ପମ୍ପ ଆଗରେ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଶତାଧିକ…

ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ

ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି  ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାରୁ ସୁଶାନ୍ତ ବେହେରା : ପୁଣି  ଅଚଳ ହୋଇଯାଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣସ, ଆର୍‌ଏସ୍‌ପିର ଉତ୍ତପ୍ତ ଲୌହ ଉତ୍ପାଦନ ପ୍ରାୟ ୫ ହଜାର ଟନ୍‌ ହ୍ରାସ ପାଇଛି। ପ୍ରାୟ ୧୦ କୋଟି…

 ଶୂନ୍ୟରେ ମହଲ ତୋଳୁଛନ୍ତି ବିରୋଧୀ, ମା’ମାଟି ଓ ମଣିଷ ପାଇଁ ବିଜେଡି କାମ କରିଚାଲିଛି ଏବଂ କରିଚାଲିବ : ନବୀନ, ଆରମ୍ଭ…

  ଭୁବନେଶ୍ୱରରୁ ଚକ୍ରଧର ମାଝି : ମା’ମାଟି ଓ ମଣିଷ ପାଇଁ କାମ କରି ଚାଲିଛି ଏବଂ କରି ଚାଲିବ । ଜନତା ଜନାର୍ଦ୍ଧନଙ୍କ ସେବା ଆମ ଦଳର ମୁଖ୍ୟ କାର୍ଯ୍ୟକ୍ରମ । ଓଡ଼ିଶାକୁ ଏକ ନମ୍ବର କରିବା ଆମର ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏ ଦିଗରେ ଆମର କାମ ଜାରି ରହିଛି । ଗତ ୧୭ବର୍ଷ ଭିତରେ…

ବିଜେପୁରରେ ବିଜେ ହେବା ପ୍ରସଙ୍ଗ : ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି ଖାଲି ଅର୍ଥବଳର  ଅଂହକାର : ଦାମ,  ଜବାବ ଦେଲେ…

  ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର 'ଦଳୀୟ ପ୍ରାର୍ଥୀ ଚିହ୍ନଟ ହୋଇ ପାରୁନଥିଲା ବେଳେ "ଆମେ ନିଶ୍ଚୟ ଜିତିବୁ' ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ତାହା କେବଳ ବିଜେପିର ଅର୍ଥ ଏବଂ ଅହଂକାରର ପରିପ୍ରକାଶ ବୋଲି କହିଲେ…

ବିଜେପିରେ ବିଦ୍ରୋହ,  ଧର୍ମେନ୍ଦ୍ରଙ୍କ ମାମଲତି କୁ ଠାଈ : ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ଇସ୍ତଫା…

  ବରଗଡ଼: ଆମେ ଆଗରୁ କହିଥିଲୁ ଯେ ବରଗଡ଼ ବିଜେପି ରେ ବିଦ୍ରୋହର ପଦଧ୍ୱନୀ . କେନ୍ଦ୍ର ମନ୍ତୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ବିଜେଡିରୁ ତଡା ଖାଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣିବାର ପ୍ରତିଵାଦର ଖୋଲା ଖୋଲି ଅସନ୍ତୋଷ  ଭରା ଚିଠି ଲେଖିଥିଲେ ଜିଲ୍ଲା ସଭାପତି ନାରାୟଣ ସାହୁ…

ଅଶୋକ ପାଣିଗ୍ରାହୀ ଅଭ୍ୟାସଗତ ବିଶୃଙ୍ଖଳାକାରୀ !!! ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ : ପ୍ରସନ୍ନ ଆଚାର୍ଯ୍ୟ,…

ଭୁବନେଶ୍ୱରରୁ ଚକ୍ରଧର ମାଝି   - ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେଡି ଛାଡି ବିଜେପିରେ ଯୋଗ ଦେବେ  । ଏନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କ ଠାରୁ ଦଳ ଏବେ ମୁକ୍ତ ହେଲା  । ଏହା ଦ୍ୱାରା ବିଜେଡି ଅଡୁଆ ମୁକ୍ତ ହେବ । ବିଜେପୁରରେ…