ପଦ୍ମପୁରରେ ନିର୍ମିତ ହେବ ଏକ ସୁନ୍ଦର ମଂଚ : ବିଧାୟକ
ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ସିରଜିନା ଉଛ୍ଛବ ୨୦୧୮
ପଦ୍ମପୁର(ନୀଳ ଦୀପ )-ଅକ୍ଷୟତୄତୀୟା ବୁଧବାର ଦିନ ସଂଜୟ କୁମାର ବହିଦାରଙ୍କ ସଭାପତିତ୍ୱରେ ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ବାର୍ଷିକ ଉତ୍ସବ ସିରଜିନା ଉଛ୍ଛବ ୨୦୧୮ ପାଲିତ ହୋଇଯାଇଛି ।…