୨୪୧ ଗୋଟି ଅଭିଯୋଗ ଶୁଣାଣି, ୧୦୮ ଗୋଟି ଆବେଦନର ତତକ୍ଷଣାତ ସମାଧାନ
ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଯାଜପୁର/ ଜୟଶଙ୍କର ଦାଶ :ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଊଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଏପ୍ରିଲ ମାସ ୩୦ ତାରିଖ ଠାରୁ ବନ୍ଦ ରଖାଯାଇଥିଲା । ବର୍ତ୍ତମାନ ପାଗର ପରିବର୍ତ୍ତନ ଘଟିବା ଯୋଗୁ ପୁନର୍ବାର ଜୁଲାଇ…