ଆତ୍ମହତ୍ୟା ଉଦ୍ୟମ

0

ରାୟଗଡରୁ ସରୋଜ କୁମାର ସାହୁ, ରାୟଗଡା ଜିଲ୍ଲାର କଲ୍ଯାଣସଂହପୁର ବ୍ଳକ ରେ ହୋଇଥିବା ବନ୍ୟାରେ ସର୍ବସ୍ବ ହରାଇଥିବା ମହିଳା ମମତା ରାଣୀ ସାହୁ ଦିର୍ଘ ଏକ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ଦୁଖଃ ଜଣାଇ ପରେ ଶେଷରେ ଆତ୍ମହରା ହୋଇ ବର୍ତ୍ତମାନ ସେହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ଥିବା ଜିଲ୍ଲାପାଳ ମହାଶୟାଙ୍କ ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା  ଉଦ୍ୟମ  କରିବାକୁ ଯାଉଥିବା ବେଳେ ପୋଲିସ କିରୋସିନ ଜବତ କରିଥିଲେ।

 

Leave A Reply

Your email address will not be published.