ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଅଭାବନୀୟ ଦୃଶ୍ୟ
ନୟାଗଡ଼/ବିଶ୍ବଜିତ୍ ନାୟକ : ରବିବାର ରାତି 9.30 ସମୟରେ ଜଣେ ମହିଳା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସିଥିଲେ | ଉକ୍ତ ମହିଳା ଜଣଙ୍କ ଗାଡିରୁ ଓହ୍ଲାଇ ଡାକ୍ତରଖାନା ମଧ୍ୟକୁ ଯିବା ସମୟରେ ଡାକ୍ତରଖାନା ପରିସରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ |…