ନୀଳଗିରି ନଗର ବିଜୁ ଜନତାଦଳ କର୍ମୀ ସମ୍ମିଳନୀ
ବହୁସଂଖ୍ୟାରେ ଅନ୍ୟଦଳର କର୍ମୀ ବିଜେଡିରେ ଯୋଗଦାନ।
ନୀଳଗିରି,ତା,୦୫/୦୪- ନୀଳଗିରି ନଗର ବିଜେଡ଼ି ତରଫରୁ ରବିବାର ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନ ୧୧ଘଟିକା ସମୟରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ନବନିଯୁକ୍ତ ବିଜେଡ଼ି ନଗର ସଭାପତି ଯୁବନେତା ଅଚ୍ୟୁତ ଚରଣ…