” ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି “

ମହାନଦୀ ପାଇଁ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଚିଖଲି ଓ ଶୁଖାସୋଡ଼ାରୁ ଆରମ୍ଭ ଏ ଲଢେ଼ଇ କେବଳ ବିଜେଡିର ନୁହେଁ, ସାରା ଓଡ଼ିଶାର: ନବୀନ ପଟ୍ଟନାୟକ ଭୁବନେଶ୍ୱର/manasi mishra : ବିଜୁ ଜନତା ଦଳର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ସୁରକ୍ଷା ଅଭିଯାନ ମଇ…

ନିଜେ ପଢିଥିବା ଗାଁ ମାଟିର ସ୍କୁଲ ସହିତ ସମ୍ପର୍କ ରଖିବା ଏକ ଅଭିନବ ପ୍ରୟାସ

“ମୋ ସ୍କୁଲ ଅଭିଯାନ” କର୍ମଶାଳା ବଲାଙ୍ଗିର/ପୁଇଁନ୍ତଲା (ନିରୋଜ ମିଶ୍ର)-  ବିଦ୍ୟାଳୟର ପରିବେଶ ହିଁ ଗୁଣାତ୍ମକ ଶିକ୍ଷା ଦିଗରେ ସହାୟକ ହେବ । ବିଦ୍ୟାଳୟର ଉତ୍ତମ ପରିବେଶ ପରିଚାଳନା ପାଇଁ ଛାତ୍ର ଛାତ୍ରୀଙ୍କ ଯୋଗଦାନ ଏକାନ୍ତ ଅପରିହାର୍ଯ୍ୟ ।  ଏହି ପରିପ୍ରେକ୍ଷୀରେ ପୁଇଁନ୍ତଲା ବ୍ଲକ…

 ବିଚରା ତେଜେଶ୍ୱର , କହୁ କହୁ  ସିନା କହିଦେଲେ……..

    ହେଲେ ବିଜେଡି କହିଲା ଏହା ତେଜଙ୍କ  ବ୍ୟକ୍ତିଗତ ମତ, ଦଳର ନୁହେ  କେନ୍ଦ୍ରାପଡାରୁ ପ୍ରଫୁଲ୍ଲ  କୁମାର  ମଲ୍ଲ /ଭୁବନେଶ୍ୱରରୁ ମାନସୀ ମିଶ୍ର   କେନ୍ଦ୍ରାପଡା :ବିଚାର ତେଜେଶ୍ୱର ପରିଡା | ଯୁବସୁଲଭ ଭଙ୍ଗୀରେ ପ୍ରଧାନମନ୍ତ୍ରୀଙ୍କୁ ଯୁକ୍ତିଯୁକ୍ତ ଟାର୍ଗେଟ କରିଦେଲେ ସିନା ବିଜେଡି…

୪୦୦୦ଜେ ଥୋପ ଗିଳି ଭିଜିଲାନ୍ସ ଯନ୍ତାରେ 

ଭିଜିଲାନ୍ସ ଜାଲରେ ଜିବି ନଗର ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ  ବାରିପଦା - ଚାରିହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଜିବିନଗର  ବ୍ଲକ ଭଣ୍ଡଗାଁ  ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ବେହେରା । ଗ୍ରାମ ସଂଯୋଜକ ସୂଦର୍ଶନ ନାୟକ ଙ୍କ ଠାରୁ ଏମଜିଏନଆରଇଜିଏ ପ୍ରକଳ୍ପର ବିଲ ପାଶ କରାଇବାପାଇଁ…

“ମାନ୍ୟବର” ମୁକୁଳିବା ଆଶା କ୍ଷୀଣ 

ସୁପ୍ରିମକୋର୍ଟ ଖାରଜ କଲେ ସାରଥିଙ୍କ ଜାମିନ ଆବେଦନ    କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ ଙ୍କ ରିପୋର୍ଟ :କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳସ୍ଥିିତ ନିଜ ତଥାକଥିକ ମାଆ ନିର୍ଯାତନା ନେଇ ହୋଇଥିବା ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ବାବା ଓରଫ ରାଉଳଙ୍କ ଆବେଦନକୁ ସୁୁପ୍ରିମ କୋର୍ଟ…

ଅଖିଳ ଭାରତ ମାରୱାଡ଼ି ମହିଳା ସମିତି ପକ୍ଷରୁ ଖୋଲିଲା ଜଳଛତ୍ର

ଯାଜପୁର/ବ୍ୟାସନଗର(ଜୟଶଙ୍କର ଦାଶ/ବିଶ୍ୱଜିତ ମାଝି) :   ପ୍ରତିବର୍ଷ ପରି ଚଳିତବର୍ଷ ଅଖିଳ ଭାରତ ମାରୱାଡ଼ି ମହିଳା ସମିତି ପକ୍ଷରୁ ବ୍ୟାସନଗର ସହରରେ ଥିବା ବସଷ୍ଟାଣ୍ଡଠାରେ ଏକ ଜଳଛତ୍ର ଖୋଲାଯାଇଛି । ଯାତ୍ରୀଙ୍କ ସହ ପଥଚାରୀମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ ବୋଲି ମହିଳା ସମିତି ପକ୍ଷରୁ…

ନିଜେ ସୁସ୍ଥ, ନିଜ ଘରକୁ ସ୍ୱଚ୍ଚ୍ଥ ଓ ପରିବେଶକୁ ପରିଷ୍କାର ରଖିବାକୁ ଆହ୍ୱାନ

ଯାଜପୁରରେ ରାଜ୍ୟ ସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ । ଯାଜପୁର, (ଜୟଶଙ୍କର ଦାଶ) : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯାଜପୁର ଜିଲ୍ଳ୍ା ଅନେକ ଅଗ୍ରଗତି କରିଚ୍ଥି ।  ତେବେ ସମନ୍ୱୟ ଓ ସହଭାଗିତା ଦ୍ୱାରା ଏହାକୁ ଅଧିକ ପରିବ୍ୟାପ୍ତ କରାଯିବା ସହ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖାଯାଇପାରିବ…

ଛାତ୍ର ଛାତ୍ରୀମାନେ ଦେଶ ପାଇଁ ଉତ୍ସର୍ଗିକୃତ ହୁଅନ୍ତୁ : ଜିଲ୍ଲାପାଳ 

ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦୀୟମାନ ତାରକା ସମ୍ବର୍ଦ୍ଧନା ଉତ୍ସବ ବଲାଙ୍ଗିର( ନିରୋଜ ମିଶ୍ର)- ସ୍ଥାନୀୟ ଡି.ଆର.ଡି.ଏ କନଫରେନ୍ସ ହଲ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ୨୭ ଜଣ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର : ଏସଡିପିଓଙ୍କ ବଦଳି ଦାବି

ଏସପି ଅରାଜି ହେବାରୁ ଆଲୋଚନା ବିଫଳ ଯାଜପୁର/ବ୍ୟାସନଗର(ଜୟଶଙ୍କର ଦାଶ/ବିଶ୍ୱଜିତ ମାଝି)  : ଯାଜପୁରରୋଡ୍ ପୋଲିସ ଏସଡିପିଓ କେଦାରନାଥ ସାହୁୁ ମଙ୍ଗଳବାର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଥାନା…

ଦୁର୍ଘଟଣାକୁ ନେଇ ବିଜେଡି ରାଜନୀତି କରେନି, ହେଲେ ବିଜେପି କରେ : ବିଜୟ 

"ବିଜେପି ବାରଣାସୀ ଘଟଣାରୁ ଶିକ୍ଷାଲାଭ କରିବା ଉଚିତ " ଭୁବନେଶ୍ୱର: ଉତ୍ତରପ୍ରଦେଶ ବାରଣାସୀର କ୍ୟାଣ୍ଟନ୍‍ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍‍ ଭୁଶୁଡ଼ି ୧୯ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି । ଏହା ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା । ମୃତକଙ୍କ ଆତ୍ମାର…