ବିଜେଡିରେ ମିଶିଲେ ମୋହନା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧିଙ୍କ ସହ ୫୦୦ରୁ ଉର୍ଧ୍ଵ  କଂଗ୍ରେସ ଓ ବିଜେପି…

  ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ୧୫ରୁ ଉର୍ଧ୍ଵ  ସରପଞ୍ଚ, ୧୦ରୁ ଉର୍ଧ୍ଵ  ସମିତି ସଭ୍ୟଙ୍କ ସହ ୫୦୦ରୁ ଉର୍ଧ୍ଵ  କଂଗ୍ରେସ ଓ ବିଜେପି କର୍ମୀ ଆଜି ଗଜପତି…

“ଅlଜୁ ଗୁଲେ କୁଇ ଦିନା ଲୋକୁ ତାଶୁ, କାହେ ଡ଼ାଈ ମାନ୍ଦେ ମାନେ ଡେରି ଡାଟା” : ସ୍ବର୍ଗତଃ ହେମନ୍ତ ନାୟକ

ଆମେ ସମସ୍ତେ କୁଇ ରାଇଜ ଲୋକ ମାନେ, ପୂର୍ବରୁ ଆମର ଭିତରେ ବହୁତ ବଡ ଶକ୍ତି  ଅଛି  କନ୍ଧମାଳ / ଗଗନ କୁମାର ପ୍ରଧାନ : ସମାଜସେବୀ ସ୍ବର୍ଗତଃ ହେମନ୍ତ ନାୟକ ଥିଲେ  କୁଇଦିନାର ବୈପ୍ଲବୀ ସମାଜସେବୀ l ଅନେକ ସମୟରେ ତାଙ୍କ ବିପ୍ଳବ ଆଗରେ ମୁଣ୍ଡ ନୂଆଉଥିଲେ ପ୍ରଶାସନ l କନ୍ଧମାଳ ଜ଼ିଲ୍ଲା…

ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାରର୍କସ ଆସୋସିଏସନ ତରଫରୁ ଦାବିପତ୍ର ପ୍ରଦାନ 

   ଖାଦ୍ୟ ତାଲିକାକୁ ହିସାବ କରି ବଜାର ଦର ଅନୁସାରେ ମୂଲ୍ୟ ବୃଦ୍ଧି କରିବା ଦାବି ରାୟଗଡା(Saroj Sahoo): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାରର୍କସ ଆସୋସିଏସନର ଜିଲ୍ଳା ସଭାନେତ୍ରୀ  ଜୟନ୍ତି ପଦ୍ମାଳୟା  ,ସମ୍ପାଦିକା ଉଷାରାଣୀ ଦାସଙ୍କ ନେତୃତ୍ୱରେ …

ଟେକ୍ସ ଆମେ ବି ଦଉଛୁଁ : କୋସଲି/ସମ୍ବଲପୁରିର ହକ ପାଇଁ ସତ୍ୟାଗ୍ରହ

  ପଦ୍ମପୁରରୁ ନୀଳ ଦୀପ : ବୁରୋମୁଣ୍ଡା ଠାରେ କୋସଲି/ସମ୍ବଲପୁରିର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏଥିରେ କମିଟୀ ତରଫରୁ ସାକେତ ଶ୍ରୀଭୁଷଣ ସାହୁ ସତ୍ୟାଗ୍ରହରେ ବସିଥିବାବେଲେ ତାଙ୍କୁ  ସମର୍ଥନ ଦେବା ପାଇଁ ରାଜକୁମାର…

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ଯାଜପୁର(ବ୍ୟୁରୋ  ଚିଫ୍, ଜୟଶଙ୍କର ଦାଶ) : ଯାଜପୁର ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଅଗଷ୍ଟ ୩ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଯାଜପୁର ସହରସ୍ଥିତ ଜିଲ୍ଲା…

ଆରଏସପି  ଦ୍ଵାରା ପାର୍ଶ୍ଵାଞ୍ଚଳ ଗ୍ରାମଗୁଡିକରେ ଏକ ଲକ୍ଷ ବୃକ୍ଷଚାରା ବଣ୍ଟନର ଶୁଭାରମ୍ଭ 

ଚାରା ସହିତ ହିତାଧିକାରୀମାନଙ୍କୁ ବୃକ୍ଷ ପାସବୁକ ପ୍ରଦାନ କରାଯାଉଛି ଯେଉଁଥିରେ ପ୍ରଦତ୍ତ ବୃକ୍ଷଚାରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ। ଏହାବ୍ୟତୀତ ବୃକ୍ଷଚାରା ବଞ୍ଚିରହିବା ଆଧାରରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।    ରାଉରକେଲା/ ସୁଶାନ୍ତ ବେହେରା : ବିଗତ…

ବ୍ଲାକପାନ୍ଥର ସ୍କିଲ୍ସ ଟ୍ରେନର୍ସ ଅନୁଷ୍ଠାନ ପକ୍ଷରୁ ପୋଷାକ ବିତରଣ ଉତ୍ସବ

ଯାଜପୁରରୋଡ୍/Jayashankar Dash  ବ୍ୟାସନଗରସ୍ଥିତ ଚୋରଦା ଛକ ନିକଟରେ ଥିବା ବ୍ଲାକପାନ୍ଥର ସ୍କିଲ୍ସ ଟ୍ରେନର୍ସ ଅନୁଷ୍ଠାନ  ପକ୍ଷରୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ପ୍ରିୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବ୍ୟାସନଗର…

ରାଜ୍ୟପାଳ ଟ୍ରଫି ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟପାଳ ଟ୍ରଫି ପାଇଁ ଗଜପତି ଜିଲ୍ଲା ସଂସ୍କୃତି ପରିସର ତରଫରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟପାଳ ଟ୍ରଫି ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଓ…

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଆଜି ସ୍ୱାମୀ ଦ୍ୱାରା ସ୍ତ୍ରୀର ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ କପ୍ତିପଦା ଥାନା ଅନ୍ତର୍ଗତ ପଥରସାହି ଗ୍ରାମର ଶମ୍ଭୁ ନାୟକ(୩୫)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ…

ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଆଜି

  ବାରିପଦା(Dillip mohanty )- ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଆଦିବାସୀ ଶିକ୍ଷା ପରିଷଦ ଗଠନ ଦାବିରେ ଆଦିବାସୀ ସଙ୍ଗଠନ ମାରିସା ପକ୍ଷରୁ ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଛି । ଉକ୍ତ ବନ୍ଦ ଉପରେ…