ଡ଼ ସାମନ୍ତଙ୍କ ମାର୍ଗଦର୍ଶନ ଓ ପ୍ରେରଣା ମୋତେ ଏ ସଫଳତା ଆଣି ଦେଇଛି ; ଦୂତୀ
ଭୁବନେଶ୍ୱର, (କୁମାର ଅଭିଶେଖ ) : "ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଯୋଗୁଁ ମୁଁ ଆଜି ଯେଉଁ ସଫଳତା ପାଇଁ ତାର ଶ୍ରେୟ ଆପଣମାନଙ୍କର । ଏହି ସଫଳତା ପାଇବା ପାଇଁ ମୋତେ ପିଲାଟି ଦିନରୁ ସଂଘର୍ଷ କରିବାକୁ ପଡ଼ିଥିଲା । ଜୀବନରେ ଯେତେ ଘାତ ଓ ପ୍ରତିଘାତ ଆସିଥିଲେ ମଧ୍ୟ ମୁଁ କେବେ ବି ମୋର…