ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ  ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି 

ଭୁବନେଶ୍ୱର - ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ଶ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ପାଢ଼ୀ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଭାପତିଙ୍କ ସହ ମିଶି କାର୍ଯ୍ୟ କରିବାକୁ ସଭାପତି ଶ୍ରୀ…

ହୁକୁଟୋଲା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ପାଠଚକ୍ର 

ତିର୍ତ୍ତୋଲ -ରାହାମା ତାଳପଡା ପଞ୍ଚାୟତ ସ୍ଥିତ ହୁକୁଟୋଲା ଗ୍ରାମରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ପାଠଚ଼କ୍ର କାର୍ଯ୍ୟକ୍ରମ ଆଜି (ରବିବାର)ଅନୁଷ୍ଠିତ ହୋଇଯାଇଛି।ସର୍ବ ପ୍ରଥମେ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀ ମା' ଅରବିନ୍ଦଙ୍କର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ…

 ଭଦ୍ରକ ବନ୍ଦ ଶାନ୍ତିପୂର୍ଣ୍ଣ, ଦମ ଦେଖାଇଲା କଂଗ୍ରେସ  

ବିଶାଳ ବାଇକ ରାଲିରେ ପିକେଟିଂ କଲେ କଂଗ୍ରେସ କର୍ମୀ  ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : କେନ୍ଦ୍ରର ମୋଦି ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ଯାତ୍ରାକୁ ବ୍ୟୟ ବହୁଳ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଥିବା ନେଇ କଂଗ୍ରେସ ଦଳ ପକ୍ଷରୁ ଭାରତ…

ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୭ ଦିନର ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ 

୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :  ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର  ବନ୍ୟା ସ୍ଥିତିର ସମୀକ୍ଷା…

ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ଏନ.ଏସ.ଏସ ସ୍ୱେଚ୍ଛାସେବୀଙ୍କ ଜାତୀୟ ସ୍ତରର ଆଡଭେନଚର କ୍ୟାମ୍ପ…

ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣଯଟର ୫ ଜଣ ସ୍ୱେଚ୍ଚାସେବୀ ମୋହାଲିଠାରେ ହେବାକୁ ଥିବା ଜାତୀୟସ୍ତରର ଆଡଭେନଚର କ୍ୟାମ୍ପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ଯୋଗ ଦବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ପଲ୍ଲବୀ…

ତେଲ ପାଇଁ କଂଗ୍ରେସ ଓ ବାମପନ୍ଥିଙ୍କ ଭାରତ ବନ୍ଦ ଡ଼ାକରାକୁ ଅଦ୍ଭୂତପୂର୍ବ ଜନସମର୍ଥନ

ବନ୍ଦରେ ସାମିଲ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବାରିପଦା(ଦିଲ୍ଲୀପ ମହାନ୍ତି ) - ଦିନକୁ ଦିନ ବୃଦ୍ଧି ପାଉଛି ତେଲ ତାତି । ତେଲ ଦର ଲଗାମଛଡ଼ା ହୋଇଯାଇଛି । ଭାରତୀୟ ବଜାରରେ ପ୍ରାୟତଃ ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ । ପରିସ୍ଥିତି ଏବେ ଅଭଆୟତ ।…

ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ବନ୍ଦ ସଫଳ

ବଡ଼ବିଲ ତୈଳ ଦର ପ୍ରତିବାଦରେ ଭାରତ ବନ୍ଦର ପ୍ରଭାବ ଖଣି ଅଞ୍ଚଳରେ ଅନୁଭୂତ ହୋଇଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି। ସେହିପରି କାଁ ଭାଁ ଦୁଇ ଚକିଆ ଯାନ କୁ ଛାଡିଦେଲେ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ…

 କଂଗ୍ରେସ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାରେ ଜୀବନ  ଯାତ୍ରା  ବ୍ୟାହତ / ପଦ୍ମପୁର ଉପଖଣ୍ଡ ଠପ

  ବରଗଡ/ପଦ୍ମପୁର/ପାଇକମାଳ (ଗୌରାଙ୍ଗ ଚରଣ ଦାଶ/ନୀଳ ଦୀପ):-  ଭାରତ ବନ୍ଦ । ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ପୁର୍ଣ ମାତ୍ରାରେ ଜିଲ୍ଲାର ସବୁ ଅଂଚଳରେ ଦେଖିବାକୁ ମିଳୁଛି । ବନ୍ଦ କୁ ସଫଳ କରିବା ନିମନ୍ତେ ଗତ କିଛିଦିନ ହେଲା କଂଗ୍ରେସ ନେତା ମାନଙ୍କର…

ଜି ଉଦୟଗିରିରେ ଜୀବନଯାତ୍ରା ବ୍ୟାହତ : କଂଗ୍ରେସ ଡ଼ାକରାରେ ସବୁ କିଛି ଜାମ

ଜି ଉଦୟଗିରି (ଶାସକ ପ୍ରଶାସକ)  :  କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ ଜି ଉଦୟଗିରିରେ ଦେଖିବାକୁ ମିଳିଛି |  ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଶତାଧିକ…

କଂଗ୍ରେସ କମିଟିର ଭାରତ ବନ୍ଦ ଡାକରା ସଫଳ : ବଲାଙ୍ଗୀର ଠପ

ବଲାଙ୍ଗୀରରୁ ନିରୋଜ ମିଶ୍ର :  କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବଲାଙ୍ଗୀରରେ ଭୀଷଣ ଭାବେ…