ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ପାଇଁ ପଲସଦା ଠାରେ କ୍ୟାଣ୍ଡେଲ ରାଲି ।

0

ପଦ୍ମପୁର/ ନୀଳ ଦୀପ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଇକମାଲ ବ୍ଳକ ପଲସଦା ଗ୍ରାମର କୄଷକ ସଂଗଠନ ପକ୍ଷରୁ ପଲସଦା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ପାକିସ୍ତାନ ବିରୋଧୀ ବିଭିନ୍ନ ନାରାବାଜୀ ସହ କ୍ୟାଣ୍ଡେଲ ରାଲି କରି ପଲସଦା ଗ୍ରାମ ପରିକ୍ରମା କରି ଗ୍ରାମର ମଧ୍ୟ ଭାଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ପଲସଦା ଜନସାଧାରଣ ଉପସ୍ଥିତ ଥିଲେ ।ସମଗ୍ର କାର୍ଯ୍ୟକ୍ରମକୁ କୄଷକ ସଂଗଠନର ବିଶ୍ବନାଥ ରଣା, ସତ୍ୟବାନ ପାଣିଗ୍ରାହୀ,ପିତାମ୍ବର ସାହୁ, ସୁବାଷଚନ୍ଦ୍ର ପଟେଲ,ଯଦୁମଣି ବରିହା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.