ନୂଆପଡାରେ ଦାଦନ ଦୁଃଖ :ଆନ୍ଧ୍ରରେ ପୁଣି ୪୦ ଶ୍ରମିକ ବନ୍ଧକ
ନୂଆପଡା (ଅମିତ କୁମାର ପୁରୋହିତ) ; କାମ ଧନ୍ଦା ଅଭାବରୁ ଦଲାଲ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଦାଦନ ଖଟିବା କୁ ଯାଇ ନିର୍ଯ୍ୟାତନା ର ଶିକାର ହେଉଛନ୍ତି । ଆନ୍ଧ୍ର ପ୍ରଦେଶର ଏକ ଇଟା ଭାଟିରେ ଜିଲ୍ଲାର ଆଉ ୪୦ ଜଣ ଦାଦନ ବନ୍ଧା ପଡିଥିବା ଜଣା ପଡିଛି । ଇଟା ଭାଟି ମାଲିକ…