ରାସନକାର୍ଡ ଚୟନରେ ଅନିୟମିତତା
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ:ରେଢ଼ାଖୋଲ ବ୍ଲକ ଚାରମାଳ ପଞ୍ଚାୟତ ରେ ରାସନକାର୍ଡ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି lରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହିତାଧିକାରୀ ଆଜି ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ…