CONFLUENCE OF NONVIOLENCE AND PEACE

KANSBAHAL : It’s time to recall and re-energize. The observation committee of DAV Public School, Kansbahal celebrated the birth anniversary of Mahatma Gandhi and Lalbahadur Shastri on 2 October 2018 (Tuesday). The Principal, Dr Samir Kumar…

ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ

ରାଉରକେଲା/ ସୁଶାନ୍ତ ବେହେରା : ସାରା ବିଶ୍ଵକୁ ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୪୯ ତମ ଜନ୍ମ ତିଥି ଗାନ୍ଧୀ ଜୟନ୍ତୀ ରାଉରକେଲା ଠାରେ ଅକ୍ଟୋବର ୨ ତାରିଖ ଦିନ ଭଜନ, ସର୍ବ ଧର୍ମ ସମନ୍ଵୟର ପାର୍ଥନା ଏବଂ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ…

ରାଉରକେଲା : ତେଲୁଗୁପଡାରେ ଘଟିଥିବା ବିସ୍ଫୋରଣରେ କ୍ଷୟକ୍ଷତି ନିମନ୍ତେ ୭୦ ପରିବାରକୁ  ଜରୁରୀ କାଳୀନ ରିଲିଫ ସହାୟତା

ରାଉରକେଲା-(ସୁଶାନ୍ତ ବେହେରା) ଗତ  ତା-୧୭/୦୯/୨୦୧୮ ରିଖ ରାଉରକେଲା ସହରସ୍ଥିତ ମଧୁସୂଦନ ପଲ୍ଲୀର ତେଲୁଗୁପଡାରେ ଘଟିଥିବା ବିସ୍ଫୋରଣରେ କ୍ଷୟକ୍ଷତି ନିମନ୍ତେ ବିପନ୍ନ ୭୦ ପରିବାରଙ୍କୁ ଅଦ୍ୟ ତାରିଖ ତା-୨୫/୦୯/୨୦୧୮ ରିଖ ପୂର୍ବାହ୍ନ ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ରେଡ଼ିଏଟରରୁ ଗରମ ପାଣି ପଡ଼ି 4 ଆହତ

  ରେଢ଼ାଖୋଲ ରୁ ରିପୋର୍ଟ ଯଶୋବନ୍ତ ସାହୁ: ଭାଲିଆକଟାରୁ ବଡ଼ମାଳ ଦେଇ ରେଢ଼ାଖୋଲ ଅଭିମୁଖେ ଆସୁଥିବା ଏକ ଘରୋଇ ବସ୍ ର କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ରେଡ଼ିଏଟରରୁ ଗରମ ପାଣି ପଡ଼ି 4ଜଣ ଯାତ୍ରୀ ଆହତ ହୋଇଛନ୍ତି ଲ ଆହତଙ୍କୁ  ରେଢ଼ାଖୋଲ ଡ଼ାକ୍ତରଖାନାରେ  ଚିକିସା ପରେ ଛାଡ଼ି ଦିଆଯାଇଛି l…

ଗାନ୍ଧୀଜୟନ୍ତିରେ  ବିଜୁ ଯୁବବାହିନୀର ନିଶା ନିବାରଣ ଶପଥ ପାଠ

ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ରେ ଗାନ୍ଧୀଜୟନ୍ତି ଅବସରରେ ବିଜୁ ଯୁବବାହିନୀ ତରଫରୁ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି l ଉକ୍ତ ବୈଠକରେ ନିଶା ନିବାରଣ ପାଇଁ ଶପଥ ପାଠ କରିଥିଲେ l ଏବଂ ଆଗାମୀ ଦିନରେ କଦଳୀ ଗଡ଼ ଅଞ୍ଚଳ ରେ କେମିତି ନିଶା ନିବାରଣ ହେବ ସେହି…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ “ବାଲେଶ୍ୱରାଇଟ୍’ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବାଲେଶ୍ୱରବାସୀଙ୍କ ଅନୁଷ୍ଠାନ "ବାଲେଶ୍ୱରାଇଟ୍' ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛିା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ "ବାଲେଶ୍ୱରାଇଟ୍' ସଂସ୍ଥା ପକ୍ଷରୁ "ଜୀବନବିନ୍ଦୁ ଆଶ୍ରମ' ପରିସରରେ ୬୦ରୁ ଉର୍ଧ୍ଵ  ଅନ୍ତେବାସୀଙ୍କ ସହିତ ସଦସ୍ୟସଦସ୍ୟାମାନେ ଜାତିର ପିତା ମହାତ୍ମା…

ୟୁନାଇଟେଡ଼ ପ୍ରେସ କ୍ଳବ ତରଫରୁ ବୃକ୍ଷରୋପଣ

 ବ୍ୟାସନଗର/ବିଶ୍ୱଜିତ ମାଝୀ. : ଆଜି ଗାନ୍ଧୀଜୟନ୍ତୀ ଅବସରେ ୟୁନାଇଟେଡ଼ ପ୍ରେସ୍ କ୍ଳବ ଯାଜପୁର ରୋଡ ତରଫରୁ କ୍ଲବ ର ସଭାପତି ଚନ୍ଦ୍ରମଣି ପାତ୍ରଙ୍କ ଅଧ୍ୟକ୍ଷତାରେ କନେଇପୁର ଗୋଲେଈ ଛକ ଠାରୁ ପାଟୁଳି ରାସ୍ତା NH215ରାସ୍ତା କଡରେ ଦୁଇସହଟି ଲିମ୍ବ କଦମ୍ବ ମାହାଳିମ୍ବ  ଚାକୁଣ୍ଡା ପ୍ରଭୁତି ଗଛ…