ସେଲ ଦ୍ଵାରା ବିତ୍ତୀୟ ପ୍ରବନ୍ଧନରେ ଉତ୍କର୍ଷତା ନିମନ୍ତେ ଜାତୀୟ ପୁରସ୍କାର

ମହାରତ୍ନ କମ୍ପାନୀ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ନେସନାଲ ଏୱାର୍ଡ ଫର ଏକ୍ସଲେନ୍ସ ଇନ କଷ୍ଟ ମେନେଜମେଣ୍ଟରେ ପ୍ରଥମ ପୁରସ୍କାର ଲାଭ କରିଛି । ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଏକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଦ୍ଵାରା ପ୍ରଦତ୍ତ ବୃହତ ସାର୍ବଜନୀକ ଉତ୍ପାଦକ ବର୍ଗରେ ସେଲ ଏହି ପୁରସ୍କାର ଲାଭ…

ପୂର୍ବତନ କୃଷିମନ୍ତ୍ରୀଡ଼ା. ରାଉତଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ : ମୂର୍ତ୍ତିକା ରସାୟନବିତଙ୍କର ଜାଲିଆତି ଓ ସନ୍ତୋଷ…

ବାରିପଦା()- ପୂର୍ବତନ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ୱଚ୍ଛତା ଉପରକୁ ମୟୂରଭଞ୍ଜବାସୀ ଅଙ୍ଗୁଳି ଉଠାଇଛନ୍ତି । ଶ୍ରୀ ରାଉତ କୃଷିମନ୍ତ୍ରୀ ରହିଥିବା ବେଳେ ବାରିପଦା ସହରର ତକତପୁରସ୍ଥିତ ସହକାରୀ କୃଷି ଉପନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟରେ ସନ୍ତୋଷ ମିଶ୍ର ନାମକ ଜଣେ ୪ର୍ଥ ଶ୍ରେଣୀ…

ଅଣ୍ଡା ମାଡ଼କୁ ଡରି ଆସିଲେ ନାହିଁ ଅତିଥି !

ବାରିପଦା()- ବାରିପଦା ମଧୁବନ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ଅଣାଡାମାଡ଼ ଗୁଜବରେ ଭୟଭିତ ହୋଇ ଆସିଲେ ନାହିଁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଗଣ । ଶେଷରେ ଆୟୋଜକ ପ୍ରଦୋଷ ଦାସ ନିରାଶ ହୋଇ ନିଜେ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ନିଜେ ଶୁଭ ଉଦଘାଟନ କରିବାକୁ…

ଦଶହରା ଓ ରାବଣ ପୋଡି ପାଳିତ

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଯାଇଛି | କୁରେସ୍ଵର ,ଭେଳା ,ନୂଆପଡ଼ା ,ଖରିଆର ,ସିନାପାଳି,ଲର୍କା ,ତୁକଲା ଭଳି ଜାଗାରେ ମହା ଆଡମ୍ବରରେ ମା ଦୁର୍ଗା ଙ୍କ ପୂଜନ ହୋଇ ଥିବା ବେଲେ ବିଭିନ୍ନ ପ୍ରକାରର ସାଂସ୍କୃତିକ…

ରାବଣ ଜଳିଲା, ହେଲେ ଲିଭିଗଲା ୫୦ ଜୀବନ ଦୀପ : ରକ୍ତରେ ଭିଜିଲା ଦଶହରା

ଅମୃତସର : ଅମୃତ ସହର ରକ୍ତରେ ଭିଜିଲା | ରାବଣ ଜଳିଲା ହେଲେ ଲିଭିଗଲା ୫୦ ଜୀବନ ଦୀପ | ରାବଣ ପୋଡି ଚାଲିଥିବା ବେଳେ ଘଟିଗଲା ଏକ ହୃଦୟ ବିଦାରକ ଘଟଣା । ପଞ୍ଜାବ ଅମୃତସରରେ ଆଜି ରାବଣ ପୋଡି ଉତ୍ସବ ଚାଲିଥିବା ବେଳେ ଏକ ବଡ ଧରଣର ଅଘଟଣ ଘଟିଛି । ରାବଣ ପୋଡି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ…

ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) : ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିିଷଦ ଅନ୍ତର୍ଗତ ଜାରିଙ୍ଗୀ ମୈାଜାରେ ଭୀମସେନ ସାହୁଙ୍କ ପୁଅ ଦୁତିକୃଷ୍ଣ ସାହୁ(୨୭) ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘରେ କେହି ନଥିବା ସମୟରେ ପୂର୍ବର କୈାଣସି ଘରୋଇ କାରଣକୁ ନେଇ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା…

ବିରଜା ମହୋତ୍ସବ ୨୦୧୮ : ଗବେଷକ ଶାରଙ୍ଗଧର ରାୟଗୁରୁଙ୍କୁ “ବିରଜା ଶ୍ରୀ ସମ୍ମାନ”

ଯାଜପୁର(ଜୟଶଙ୍କର ଦାଶ): ବିରଜା ରଥଦାଣ୍ଡରେ ମା’ ଟିଭି ଦ୍ୱାରା ଆୟୋଜିତ ବିରଜା ମହୋତ୍ସବ ନବମୀ ଅବସରରେ ଅବସରପ୍ରାପ୍ତ ଆ.ଜି ତଥା ଗବେଷକ ଶାରଙ୍ଗଧର ରାୟଗୁରୁଙ୍କୁ “ବିରଜାଶ୍ରୀ ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପ୍ରତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ…

କିଏ ହେବ ଟିକେ ସାହା :ପିଲାଟି ମୁଣ୍ଡରେ ଅସ୍ୱାଭାବିକ ଭାବେ ବଢୁଛି ଘା’

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗଠୋଲପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାନସାଙ୍ଗୀଡି ଗ୍ରାମରେ ବିଡିକା ସୁକୁଲୁଙ୍କ ଘର। 4 ପୁଅ ଓ ସ୍ତ୍ରୀ ଙ୍କୁ ନେଇ ପରିବାର । ଜଣେ ପାଠ ପଢୁଥିବା ବେଳେ ଅନ୍ୟ ତିନି ଜଣ ଅଶିକ୍ଷିତ। ପରିବାରଟି ଅଣ ଓଡିଆ ଆଦିବାସୀ , ନିଜ…