ମହାଯୋଗୀ ମହର୍ଷି ଗିରୀସୂର୍ଯ୍ୟ ସ୍ୱାମୀଙ୍କ ମହାପ୍ରୟାଣ ।
ସୋହେଲା - ସୋହେଲା ଥାନା ନଅଗାଁ ଦଶମାଇଲ ଛକ ନିକଟସ୍ଥ ଗିରୀସୂର୍ଯ୍ୟ ସ୍ୱାମୀ ଆଶ୍ରମର ପ୍ରତିଷ୍ଠାତା ମହର୍ଷି ଗିରୀସୂର୍ଯ୍ୟ ସ୍ୱାମୀ(ଶିବ ବାବା)ଙ୍କ ଆଜି ଭୋର ୨ଘଂଟା ୫୩ମିନିଟ ସମୟରେ ଦେହାନ୍ତ ହୋଇ ଯାଇଛି । ୧୯୫୩ ମସିହାରେ ଜଗତସିଂହପୁର ଜିଲା ନରସିଂହପୁରରେ ଜନ୍ମଗ୍ରହଣ କରିଥିବା…