ଭଦ୍ରକରେ ରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ )୨୦୧୯ ନିର୍ବାଚନରେ ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ମଧ୍ୟରୁ ୪ଟି ରେ ବିଜୟଲାଭ କରିବା ସହିତ ସାଂସଦ ଆସନ ମଧ୍ୟ ଦଖଲ କରିଛି ବିଜେଡି। ତେବେ ଏହି ଦଳର ପ୍ରାର୍ଥୀମାନଙ୍କ ବିଜୟ ବ୍ୟବଧାନ ଓ ହାରିବାର କାରଣ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖାଦ୍ୟ, ଯୋଗାଣ…