ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଗୁରୁତର ଅଭିଯୋଗ

   ରାଣୀ ଅନ୍ନପୂର୍ଣ୍ଣା ବାଳିକା  ହାଇସ୍କୁଲର ଜମି ହଡ଼ପ ଉଦ୍ୟମ ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ ଏକମାତ୍ର ସର୍ବ ପୁରାତନ ରାଣୀ ଅନ୍ନପୁର୍ଣ୍ଣା ସରକାରୀ ବାଳିକା ହାଇସ୍କୁଲର ଜମିକୁ ଏକ ଇଁରାଜୀ ମାଧ୍ୟମ ସ୍କୁଲ କର୍ତ୍ତୁପକ୍ଷ ଜବର ଦଖଲ…

କି ଦୁଃଖଦ – ସ୍କୁଲକୁ ଯାଇଥିଲା ଆଉ ଫେରିଲାନି 

   ବିଲ ରାସ୍ତାରେ ଯାଉଥିବା ବେଳେ ୭ବର୍ଷର ସ୍କୁଲ ଛାତ୍ରକୁ ଉଠାଇ ନେଇ ମାରିଦେଲା ବଣୁଆ କୁକୁର  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବାଲିସୁଦ୍ର ଗ୍ରାମରେ ଶର୍ମା ମହାରଣାଙ୍କ ୭ ବର୍ଷର ପୁଅ ରିଙ୍କୁ ମହାରଣା ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ…

୨୨ରେ ଆସୁଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନ 

ବାରିପଦା/ ଦିଲ୍ଲୀପ ମହାନ୍ତି :  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନ ଜାନୁଆରୀ ୨୨ରେ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି । ଏଥିନିମନ୍ତେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇ ସାରିଛି । ୨୨ ଜାନୁଆରୀ ଦିନ ୧୨ଟା ସମୟରେ ଝାଡ଼ଖଣ୍ଡ ସୀମାନ୍ତ ମୟୁରଭଞ୍ଜ…

ଜୟବୁଢାରଜା କ୍ରିକେଟ କପ ୨୦୧୯ : ବଗାରପାଣି ଦଲ ଚାମ୍ପିଆନ 

ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ଜୟ ବୁଢାରଜା କ୍ରିକେଟ କପ ୨୦୧୯ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମେରବାହାଲ ଗ୍ରାମରେ ଇନ୍ଦିରାପ୍ରିୟଦଶି'ନୀ ଯୁବକ ସଂଘ ଓ ବିଜୁ ଯୁବ ବାହିନୀ  ମାଣ୍ଡୋସିଲ ଆନୁକୁଲ୍ୟରେ ୧୯ତମ କ୍ରିକେଟ କପ ଅନୁଷ୍ଟିତ ହୋଇଯାଇଅଛି । ଗତ ୧୨/୧/୨୦୧୯ ରିଖ…

ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର ଅଭିଯାନ’

ଏସସି- ଏସଟି  ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଧାରଣା ଓ ପ୍ରତିବାଦ ସଭା ଭଦ୍ରକ(ସତ୍ୟ ସ୍ୱାମୀ) : କେନ୍ଦ୍ର ସରକାର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ଯୋଗାଉଥିବା ଅନୁଦାନ ୯୦ ପ୍ରତିଶତ ବନ୍ଦ କରି ଏହାର ବୋଝ ରାଜ୍ୟ ସରକାରଙ୍କ…

ଧର୍ମେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କଲେ ରାମଚନ୍ଦ୍ର 

"ଆଦିବାସୀ ନେତା ହୋଇଥିବାରୁ ବିଜେପି ନେତାଙ୍କ ଆକ୍ଷେପର ଶିକାର ପାଲଟିଛି" ବାରିପଦା(Dillip Mohanty )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସଙ୍ଗୀନ ଆରୋପ ଆଣି ଆଜି ତାଙ୍କ ନାମରେ ବାରିପଦା ଜିଲ୍ଲା ଓ…

ବିଦ୍ୟୁତ ପ୍ରଦାନ ଦାବିରେ ଗୁଞ୍ଜସାହି ଲୋକଙ୍କ ରାସ୍ତାରୋକ: ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନର ପ୍ରତିଶ୍ରୁତି 

ବାରିପଦା, (ଦିଲ୍ଲୀପ ମହାନ୍ତି )-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଲୋକମାନଙ୍କର ମୌାଳିକ ସୁବିଧା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାମାନ କରୁଛନ୍ତି । ଏନେଇ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ଲୋକେ ସେମାନଙ୍କର ମୌଳିକା ସୁବିଧା ପାଇବାରୁ ବଂଚିତ…

ଆରଏସପି ବ୍ଳାଷ୍ଟର ଫର୍ଣ୍ଣେସ ବିଭାଗୀୟ ଗୁଣବତ୍ତା ମଣ୍ଡଳୀର ଜଳ ସଞ୍ଚୟ ପ୍ରକଳ୍ପ ଜାତୀୟ ଗୁଣବତ୍ତା ମଣ୍ଡଳୀ ସମ୍ମିଳନୀରେ…

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ‘ପରିବର୍ତ୍ତନ’ ଗୁଣବତ୍ତା ମଣ୍ଡଳୀ ଦ୍ଵାରା ଗ୍ଵାଲିୟର ଠାରେ ନିକଟରେ ଅନୁଷ୍ଠିତ ଜାତୀୟ  ଗୁଣବତ୍ତା ମଣ୍ଡଳୀ ସମ୍ମିଳନୀରେ ଉପସ୍ଥାପିତ ଜଳ ସଂରକ୍ଷଣ ଉପରେ ଆଧାରିତ ଏକ ପ୍ରକଳ୍ପ ପାର ଏକ୍ସଲେନ୍ସ…

ପାଇକମାଲ ଓ ବରତୁଣ୍ଡା ଠାରେ ସିଆରପିଏଫର ଜନ ସମ୍ପର୍କ ଶିବିର ।

ପାଇକମାଲ/Gouranga charana Dash  :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକର ବରତୁଣ୍ଡା ଓ ପାଇକମାଲରେ ସିଆରପିଏଫର  189 ବାଟାଲିଅନ କାର୍ଯ କରୁଛି । ଆଜି ପାଇକମାଲ ଠାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ189 ବାଟାଲିଅନର କମାଣ୍ଡେଣ୍ଟ ଶ୍ରୀ ଯୋଗେନ୍ଦ୍ର ସିଂ ମୋର୍ଯ୍ୟ, ୧୮୯/ସି ର…

ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର- ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଉପ-ସଭାପତି ଭାବେ ସେକ୍‍ ମୁସ୍ତଫା, ଏମ୍‍ଡି. ଖୁଦରତ୍‍, ରାଜ୍ୟ ସାଧାରଣ ସଂପାଦକ ଭାବେ ଅହମ୍ମଦ ଅଲ୍ଲୀ, ରାଜ୍ୟ ସଂପାଦକ ଭାବେ…