ସିରିକି କାକଳବାକିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ ପାଇଁ ବିଧାୟକ ଲେଖିଲେ ପତ୍ର
ଘୁ ଉଦୟଗିରି ଠାରେ ଓଏସଆରଟିସି ବସଷ୍ଟାଣ୍ଡ ଦାବି
ଘୁ ଉଦୟଗିରି/ ଗଗନ ପ୍ରଧାନ : ଘୁ ଉଦୟଗିରି ଠାରେ ଓଏସଆରଟିସି ବସଷ୍ଟାଣ୍ଡ ଏବଂ ସିରିକି କାକଳବାକିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ ପାଇଁ ଘୁ ଉଦୟଗିରି ବିଧାୟକ ଜାକବ ପ୍ରଧାନ ଦାବି କରିଛନ୍ତି | ବିଧାୟକ ପତ୍ର ମାଧ୍ୟମରେ ପର୍ଯ୍ୟଟନ…