ରେଡ ଫର୍ମ ଅନୁଧ୍ୟାନ ପରେ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଂଟରୁ ଫେରାଇ ଅଣାଯିବ କାଳିଆ ଟଙ୍କା
ଭୁବନେଶ୍ୱର - କାଳିଆ ଯୋଜନାରେ ଆର୍ଥିକ ସ୍ୱଚ୍ଛଳ ଓ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଂଟକୁ ଟଙ୍କା ଯାଇଥିଲେ ସେମାନଙ୍କର ଅନୁସନ୍ଧାନ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଜମାଖାତାରୁ ଟଙ୍କା ଫେରାଇ ଅଣାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଉକ୍ତ ଯୋଜନାରେ …