“ସରକାର ମୋ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି, ତେଣୁ ସେ ଇସ୍ତଫା ଦେଲି”
ଇସ୍ତଫା ଦେଲେ ଭିମସାର ନିର୍ଦ୍ଦେଶକ
ଭୁବନେଶ୍ୱର – ବୁର୍ଲା ମେଡିକାଲ କଲେଜ ନିର୍ଦ୍ଦେଶକ ଡା.ଅଶ୍ୱିନୀ ପୁଜାହାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ଇମେଲ୍ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ଦେବା ସମ୍ପର୍କରେ ସେ କହିଛନ୍ତି ଯେ ଭିମସାରର ବିକାଶ…