ଭେଉଁରିଆ ଗ୍ରାମ ପଂଚାୟତରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ।
ପଦ୍ମପୁର/ନିଳ ଦୀପ-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଂଚାୟତଠାରେ ସରପଂଚ ଶ୍ରୀମତି ରଜନୀ ସାହୁଙ୍କ ସଭାପତିତ୍ୱରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ଶ୍ରୀମତି ସରୋଜିନି ପ୍ରସନ୍ନ କୁଳୁ ମୁଖ୍ୟ ଅତିଥି ଭାବରେ…