ରାଜ୍ୟ କ୍ରୀଡା ଛାତ୍ରାବାସ ସକାଶେ ଜିଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ

ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର :ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ରାଜ୍ୟ କ୍ରୀଡା ଛାତ୍ରାବାସ ସକାଶେ ଜିଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ଏଚ.କଟାପାଲି  ଯୁକ୍ତ ଦୁଇ କଲେଜ ପଡିଆ ରେ ଆରମ୍ଭ ହେବ। ଏହି ପ୍ରକ୍ରିୟା ରାଜ୍ୟରେ ଥିବା ଫୁଟବଲ, ବାସ୍କେଟବଲ, ଭଲିବଲ,…

ସୋହେଲା ପଂଚାୟତ ସମିତି ବୈଠକ,ପାନୀୟ ଜଳ ଉପରେ ଗୁରୁତ୍ୱ 

ସୋହେଲା / (ଶାସକପ୍ରଶାସକ)-ସୋହେଲା ବ୍ଲକ ଅଫିସ ସଭାଗୃହରେ ପଂଚାୟତ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ମରେ ବିଡିଓ ଅଶୋକ କୁମାର ଗଡତିଆ ସମସ୍ତଙ୍କୁ ସ୍ୱାଗତ କରି ସଭାର ସଂଯୋଜନା କରିଥିଲେ । ପୂର୍ବ…

ଅଂଚଳ ମହାବିଦ୍ୟାଳୟର ଗୌରବାବହ ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ୨୬ ରୁ 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡର ସର୍ବପୁରାତନ ତଥା ଐତିହମଣ୍ଡିତ ଗୌରବମୟ ଶିକ୍ଷାନୁଷ୍ଠାନ ଅଂଚଳ ମହାବିଦ୍ୟାଳୟ ତାହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହା ଆସନ୍ତା ଫେବୃଆରୀ ମାସର ୨୬,୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି ସ୍ତିରୀକୃତ ହୋଇଛି । ଏହି ସୁବର୍ଣ୍ଣ ଜୟନ୍ତୀ ୨୬…

ଇଏ ସିନା ପଦକ୍ଷେପ, ବିକଟାଳ ଶବ୍ଦ କରି ବାଇକ ଚଳାଇଲେ……… 

ବିକଟାଳ  ଶବ୍ଦ ବାହାରୁଥିବା ବାଇକ ଉପରେ ପୋଲିସର ଚଡ଼ାଉ, ୧୨ଟି ବୁଲେଟ ଅଟକ ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ଯାନବାହାନ କାହିଁକି ବ୍ୟବହାର କରାଯାଏ ତାକୁ କିଛି ଲୋକ ଆଜି କଲି ଭୁଲି ଯାଉଛନ୍ତି | ନିଜ ସଉକ ଆଉ ପ୍ରତିପତ୍ତି ତଥା ଆଭିଜାତ୍ୟର ମୋହରେ ସେମାନେ ଗାଡି ଚଳାଇବାକୁ ଏକ ଫ୍ୟାସନରେ…

ଖୋଲୁଛି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଗୁମର 

  ନୂଆପଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା: ଖୋଲୁଛି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଗୁମର | Beo ଇନ୍ଦ୍ରମଣି ପାଣିଗ୍ରାହୀ ଉପସ୍ଥିତ |  କରଙ୍ଗାମାଲ ପରୀକ୍ଷାକେନ୍ଦ୍ରରେ ଶିକ୍ଷକ ନଜରବନ୍ଦ  | ପହଂଚିଲେ sp ନୂଆପଡା |  "ଏହା ଲୋକାଲ ଲେବେଲ ଚିଟିଙ୍ଗ ବୋଲି ଭାବୁଛି | ଏହା…

ବଡ଼ବିଲ ମ୍ୟୁନିସିପାଲିଟିରେ ସ୍ମାର୍ଟ ଏଲ.ଇ.ଡି ଷ୍ଟ୍ରିଟ ଲାଇଟ କାର୍ଯ୍ୟ ଆରମ୍ଭ

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ମ୍ୟୁନିସିପାଲିଟିରେ ଷ୍ଟ୍ରିଟ ଲାଇଟ ନଥିବା ଅଞ୍ଚଳଗୁଡିକରେ ସ୍ମାର୍ଟ ଏଲ.ଇ.ଡି ଆଲୋକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁଙ୍କ ଦ୍ଵାରା ୧୩ ନଂ ୱାର୍ଡ ଡର୍ବୀ ଛକ ନିକଟରେ ଏହି…

ପଦ୍ମପୁରରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ।

ପଦ୍ମପୁର/ନିଳ ଦୀପ-ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ନୂତନ ଭାବରେ ଯୋଗଦେଇଥିବା ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀଙ୍କୁ ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ସଙ୍ଘ ସଭାପତି ସଦାନନ୍ଦ ପୁରୋହିତଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଙ୍ଘ…

ଗଞ୍ଜେଇ ଜବତ,ଜଣେ ଗିରଫ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ:  ଗୁରୁବାର ରାତି ୮ ଟାରେ ରେଢ଼ାଖୋଲ ରେଳଷ୍ଟେସନ ନିକଟରେ ପୁଲିସ୍ ଚଢ଼ାଉ କରି ୨୧ କିଲୋ ଗଞ୍ଜେଇ ସହ ମଧ୍ୟପ୍ରଦେଶ କଟନି ଜିଲ୍ଲା ବରହି ଥାନା ଅନ୍ତର୍ଗତ ହରତୋଲାର ବିଜୟ କୁମାର ପଟେଲ(୨୪)କୁ ଗିରଫ କରିଛି lପୁଲିସ କେସ ନମ୍ବର ୩୫ରେ ଏକ…

ପିସିସି ଉପସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସନ୍ଦେଶ ପଦଯାତ୍ରା

ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବଡଚଣା କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସନ୍ଦେଶ  ପଦଯାତ୍ରାରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ବଡଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ର ଵିଲ୍ୱ ମାଲ୍ୟାଣୀ  ଠାକୁରାଣୀ ଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ଏହି ସଂଦେଶ…

ଦୂତୀକେଶ୍ୱରଙ୍କ ପିଠରେ ସପ୍ତଶମ୍ଭୁ ମିଳନ ଓ ଶୈବ ଯଜ୍ଞ ଉଦଯାପିତ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଦୂତୀକରଶ୍ୱର ମହାଦେବଙ୍କ ବିଜେ ସ୍ଥଳୀରେ ଗତ ୫ଦିନ ଧରି ଅନୁଷ୍ଠିତ ୭୭ତମ ଶୈବ ଯଜ୍ଞ ଓ ସ୍ତପ୍ତଶମ୍ଭୁ ମିଳନ ମହୋତ୍ସବ ଉଦଯାପିତ ହୋଇଯାଇଛି । ଜଗତ କଲ୍ୟାଣ ଉଦେଶ୍ୟରେ ଅନୁଷ୍ଠିତ  ଏହି ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ…