ବଜରଙ୍ଗ ଦଲ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳିତ

0

ବଲାଙ୍ଗିର :(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗୀର ବଜରଙ୍ଗ ଦଲ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି । ବଜରଙ୍ଗ ଦଲ ର ଦୁର୍ଗା ବାହୀନି ର ମହିଳା ମାନେ ୧୮୯ ବାଟାଲିୟନ ର ଜବାନ ମାନଙ୍କୁ ରାକ୍ଷୀ ବନ୍ଧନ କରିଥିଲେ। ସେହିପରି ଜିଲ୍ଲାପାଲ ଶ୍ରୀ ଅରିନ୍ଦମ ଡାକୁଆ ଙ୍କୁ ମଧ୍ୟ ରାକ୍ଷୀ ବନ୍ଧନ କରିଥିଲେ। ବନ୍ୟା ପିଡିତଙ୍କୁ ଯଥା ଶୀଘ୍ର ସାହାଯ୍ୟ କରିବା କୁ ଅନୁରୋଧ କରିଥିଲେ। ଏଥିରେ ଶତାଧିକ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.