କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାସିକ ସମୀକ୍ଷା ବୈଠକ: ଓସୱାସ (OSWAS) ଓ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ…

​କେନ୍ଦୁଝର,ତା୨୨/୨- କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ କର୍ମଚାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ…

ଝାରସୁଗୁଡାରେ ଭୟାବହ ସଡ଼କ ଦୁର୍ଘଟଣା : ଟ୍ରେଲର–ପୋଲିସ ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ପୁଣିଥରେ ରକ୍ତାକ୍ତ ହେଲା ରାଜପଥ। ରବିବାର ଭୋର ୩ଟା ସମୟରେ NH-49 ସ୍ଥିତ ଏଚ୍ କଣ୍ଟାପାଲି ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ଭୟାବହ ମୁହାଁମୁହିଁ ଧକ୍କା ଘଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣ ପୋଲିସ…

୧୮ ବର୍ଷ ସେନା ସେବା ପରେ ଜ୍ୟୋତିର୍ମୟ ପଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଇକମାଳ :-ବରଗଡ ଜ଼ିଲ୍ଲା ପାଇକମାଳ ବ୍ଲକ ଡୁମେରବାହାଲ ଗ୍ରାମର ଭୂତପୂର୍ବ ସେନା ଜ୍ୟୋତିର୍ମୟ ପଧାନ ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ରହି ଦେଶ ସେବା କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ଅବସରରେ ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଭବ୍ୟ ସମ୍ବର୍ଦ୍ଧନା…

୫ ମିନିଟ୍‌ରେ ୨୮ କିଲୋମିଟର ଦୂରତା ଅତିକ୍ରମ, ପୁଣି ଟ୍ରାକ୍ଟର !

ସର୍ଭର ତ୍ରୁଟି କି ଫଲସ ଏଣ୍ଟ୍ରି? ବରଗଡ଼ ଧାନ କ୍ରୟ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନ FILE PHOTO ବିଜେପୁର :-ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ବଡ଼ବାଉସେନ ପେକ୍ସ ଅଧିନରେ ଖରମୁଣ୍ଡା ପିପିସି ଧାନ କ୍ରୟ ପ୍ରକ୍ରିୟାକୁ ନେଇ ଏକ ଅସାଧାରଣ ତଥ୍ୟ ସାମ୍ନାକୁ ଆସିଛି।…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ ଟାକ୍ସଫୋର୍ସ…

ଭୁବନେଶ୍ୱର, ୨୧.୦୨. ୨୦୨୬: ମୁଖ୍ୟ ଶାସନ ସଚିବଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ ଟାକ୍ସଫୋର୍ସ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମାନ୍ୟବର…

ଷାଠିଏ ଟଙ୍କାରେ ଜୀବନ : ଏଇ ‘ଅଲୋଡ଼ା ମଣିଷଙ୍କ ନା ଅଛି ସମ୍ମାନ ନା ଶୁଣୁଛି ପ୍ରଶାସନ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ : ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଡହ ରୋଡ଼ ରେ ଥିବା ଚିଦାନନ୍ଦ କୁଷ୍ଠାଶ୍ରମରେ ସରକାରୀ ସୁବିଧାରୁ ବଞ୍ଚିତ ଅନ୍ତେବାସୀ। ନା ଅଛି ସମ୍ମାନ, ନା ଅଛି ସର୍ବନିମ୍ନ ସୁବିଧା; ଅନ୍ଧବିଶ୍ୱାସର ଶିକାର ହୋଇ ଆଶ୍ରମରେ ଦିନ କାଟୁଛନ୍ତି କୁଷ୍ଠ ରୋଗୀ। ୧୯୮୬ରୁ…

ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଜଗତସିଂହପୁର ତା.21/02/2025 ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରରେ ଅIନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ…

ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପଂଚମ ସନ୍ଧ୍ଯା/ସାହାଡା ଗୋପୀନାଥ ପୀଠରେ କଳସ ଶୋଭାଯାତ୍ରା

 ଲୀଳା ପୁରୁଷୋତ୍ତମ ଶ୍ରକୃଷ୍ଣକଂ ଲୀଳାରୁ ମଣିଷ ଦିବ୍ଯ ଦର୍ଶନ ପାଇଥାଏ: ବାବା ସତ୍ଯାନନ୍ଦ  ଜଗତସିଂହପୁର:୨୧.୦୨.୨୦୨ ୬ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବାଲିକୁଦା ମଣ୍ଡଳର ସାହାଡା ଗ୍ରାମରେ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପଂଚମ ସନ୍ଧ୍ଯା…

ଗୋଡି ପଡ଼ାରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ, ୨୨ ମାମଲାର ସାକ୍ଷ୍ୟ ଗ୍ରହଣ କଲେ ନ୍ୟାୟଧିକାରୀ

ଓଡ଼ଗାଁ,୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ଗାଁ ଅଦାଲତ ଆନୁକୂଲ୍ୟରେ ଗ୍ରାମ୍ୟ ନ୍ୟାୟାଳୟ ଭ୍ରାମ୍ୟମାଣ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ନ୍ୟାୟାଧିକାରୀ ସୈ।ମ୍ୟାଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ଶନିବାର ୨୨…

ୱାର ଭେଟେରାନ ସୁଦର୍ଶନ ସାହୁଙ୍କୁ ଶେଷ ସମ୍ମାନ

ଓଡଗାଁ, ୨୧।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା ମାଣିକପାଟଣା ଗ୍ରାମର ବୟୋବୃଦ୍ଧ ଆର୍ମି ୱାର ଭେଟେରାନ ସୁଦର୍ଶନ ସାହୁଙ୍କ ଶନିବାର ସ୍ଥାନୀୟ ଡାକ୍ତରଖାନାରେ ୮୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା…