ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମ୍ୱାଦିକ ବିବେକାନନ୍ଦ ବେହେରାଙ୍କ ମାତା ପ୍ରତିମା କୁମାରୀ ବେହେରାଙ୍କ ପାରଳାଖେମୁଣ୍ଡିର ଦୋଳବନ୍ଧ ନିକଟସ୍ଥ ନିଜ ବାସଭବନ ଠାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ମାତା ସ୍ୱର୍ଗତା ପ୍ରତିମା କୁମାରୀ ବେହେରା ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ।
ତାଙ୍କର ଅକାଳ ବିୟୋଗରେ ଜିଲ୍ଲା ସାମ୍ୱାଦିକ ଗରୁଡଧ୍ଵଜ ଚୌଧୁରୀ , ପ୍ରଦୀପ ନାୟକ , ତାରିଣୀ ପ୍ରସାଦ ପଣ୍ଡା , ଭାଗବତ ପାଢୀ , ବାଳକୃଷ୍ଣ ପାଣିଗ୍ରାହୀ , ଦ୍ୱିଜେନ୍ଦ୍ରନାଥ ପାଢୀ , ବିଧାନ ଚୌଧୁରୀ , ସୁଜିତ ବିଶୋୟୀ , ସୁଜିତ ପ୍ରଧାନ , ସନ୍ତୋଷ ପାଟ୍ଟଯୋଶୀ , ଗଣେଶ କୁମାର ରାଜୁ , ଆଦର୍ଶ ଦାସ , କୃଷ୍ଣ କୁମାର ବେହେରା , ପ୍ରଭାତ ପାତ୍ର , ସରୋଜ ବୀର , ଅମିତ ପଟ୍ଟନାୟକ , ହେମନ୍ତ ପ୍ରଧାନ , ବସନ୍ତ ପଣ୍ଡା , ଶିବାଜୀ ପଟ୍ଟନାୟକ , ଦିଲିପ ଶତପଥୀ , ସନ୍ତୋଷ ପଟ୍ଟନାୟକ , ସଂଜୟ ଜେନା , ଶେଖର , ପଞ୍ଚାନନ ଦାଶ , ଆଲୋକ ବୋଷ , ଶ୍ରୀ ଶିଶିର ଗୌଡ଼ , ପ୍ରେମା ପଣ୍ଡା , ରାଜେନ୍ଦ୍ର ରଥ ତଥା ଅନ୍ୟାନ୍ୟ ସାମ୍ୱାଦିକ ଗଣଙ୍କ ସହ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ନିଜର ଶୋକ ବ୍ୟକ୍ତରେ ଅମର ଆତ୍ମା ପ୍ରତି ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.