୮୧୦ ବରିଷ୍ଠ  ନାଗରିକ ତୀର୍ଥଯାତ୍ରାରେ ଗଲେ, ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କଲେ ପର୍ଯ୍ୟଟନ ମନ୍ତ୍ରୀ 

ରାୟଗଡା (ସରୋଜ କୁମାର ସାହୁ ) – ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ତୀର୍ଥଯାତ୍ରା ଯୋଜନାରେ ଆଜି ରାୟଗଡାରୁ ୮୧୦ ଜଣ ବରିଷ୍ଠ  ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି । ରାଜ୍ୟ  ପର୍ଯ୍ୟଟନ ଓ ସଂସ୍କୃତି  ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସବୁଜ ପତାକା…

ଚିତ୍ରକୋଣ୍ଡାରେ ବିଜେଡି ଶକ୍ତିଶାଳୀ, କଂଗ୍ରେସ ପାଦ ତଳୁ ଅତଡ଼ା ଖସୁଛି 

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଖଇରାପୁଟ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଭୁବନେଶ୍ୱର :ଆଜି ବିଧାୟକ ଶ୍ରୀ ଡମ୍ବରୁ ଶିଶାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଖଇରପୁଟ ବ୍ଲକ ଅଧ୍ୟକ୍ଷା କଂଗ୍ରେସର ଶ୍ରୀମତୀ କୁମୁଦିନୀ କିର୍‍ସାନୀ, ଉପାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଭତ୍ରା,…

ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ସମସ୍ତ ସେବିକାମାନଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନିଷ୍ପତ୍ତିକୁ ସ୍ୱାଗତ

ନର୍ସିଂ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଭୁବନେଶ୍ୱର,:  ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତରଫରୁ ଶହ ଶହ ସଂଖ୍ୟାରେ ସେବିକା ଓ ତାଙ୍କ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଠାରେ ଓଡ଼ିଶାର ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ…

ମାରୱାଡ଼ି ଯୁବାମଞ୍ଚ ତରଫରୁ ରକ୍ତଦାନ ଶିବିର

ପାଇକମାଲ(ଗୌରାଙ୍ଗ ଚରଣ ଦାଶ) - ଆଜି ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ମାରବାଡ଼ି ଯୁବା ମଞ୍ଚ ଅନୁକୂଲ୍ୟ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବରିଷ୍ଠ ବ୍ୟବସାୟୀ ଶ୍ରୀ ସୁଶୀଲ କୁମାର ଅଗ୍ରୱାଲ  ଉଦ୍ଘାଟନ କରିଥିବା ବେଳେ ଶ୍ରୀ ରାଜେଶ କୁମାର…

ଛତିଶଗଡ ସରକାରକଙ୍କୁ ଜବାବ ଦେଲେ ଓଡିଶା ସରକାର  

ଓଡିଶା-ଛତିଶଗଡ ଜମି ବିବାଦ ଘଟଣା, ସୀମାନ୍ତରେ ଲାଗିଲା ଓଡିଆ ଫଳକ ନୂଆପଡ଼ା(ଅମିତ କୁମାର ପୁରୋହିତ): ଓଡିଶା-ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲ୍ଲା ନୂଆମାଲପଡା ଜମି ବିବାଦର ଅନ୍ତ ଘଟିଛି । ଓଡିଶା ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିବାଦୀୟ ଜମିକୁ ନିଜ ଦଖଲ କୁ ନେଇଛନ୍ତି । ଫଳକ…

ବିଜେପିର ବିଜୟ ସଂକଳ୍ପ ବାଇକ୍ ଶୋଭାଯାତ୍ରା

ନୂଆପଡ଼ା(ଅମିତ କୁମାର ପୁରୋହିତ):  ନୂଆପଡ଼ା ଜିଲ୍ଲା ଭାଜପା  ତରଫରୁ ବିଜୟ ସଂକଳ୍ପ ମୋଟର ସାଇକଲ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଛି । ଭାଜପା ରାଜ୍ୟ ସଭାପତି ତଥା ସ୍ଥାନୀୟ ବିଧାୟକ ବସନ୍ତ ପଣ୍ଡାଙ୍କ ଆହ୍ୱାନ କ୍ରମେ ପୋଲିସ ପଡିଆରେ ଶତାଧିକ ଭାଜପା କର୍ମୀ, ବୁଥ୍ ସ୍ତରୀୟ  କର୍ମକର୍ତ୍ତା ଏକତ୍ର…

ଜେଞରା ରୁ ଅଜଣା ଶବ ଉଦ୍ଧାର

ନୂଆପଡ଼ା(ଅମିତ କୁମାର ପୁରୋହିତ):  ଜିଲ୍ଲା ଖରିଆରରୋଡ ଜୋଙ୍କ ଥାନା ଅଧିନ ଜେଞରା ନିକଟ ବଏଲର ଫାର୍ମ ନିକଟରେ ଏକ ଅଜଣା ଶବ କୁ ପୁଲିସ ଦ୍ୱାରା ଉଦ୍ଧାର କରାଯାଇଛି । ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଏନେଇ ଜୋଙ୍କ ଥାନାରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ପୁଲିସ ଛାନଭିନ ଆରମ୍ଭ…

ଦୁର୍ଘଟଣାରେ ଯୁବକ ଗୁରୁତର

ନୂଆପଡ଼ା(ଅମିତ କୁମାର ପୁରୋହିତ); ସଦର ଥାନା ଅଧୀନ କୋଟେନଚୁଆ ଠାରେ  ବାଇକ୍ ଦୁର୍ଘଟଣାରେ ଜଣେ ନବ ବିବାହିତ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଲେ କୋଟେନଚୁଆଁ ଗାଁର ପରମେଶ୍ୱର ରାଉତ(୨୦) । ଅପରାହ୍ନରେ ପରମେଶ୍ୱର ତିଲେଇଝର ଗାଁ ପଟକୁ ବୁଳିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରିବା…

ହଜି ଯାଇଥବା ଆଦର୍ଶକୁ ବଞ୍ଚେଇବା ପାଇଁ ନିଆରା ପ୍ରୟାସ

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ : ଆସନ୍ତୁ ସୁସ୍ଥ ଜୀବନ ବିତେଇ ସୁସ୍ଥ ସମାଜ ଗଠନ କରିବା । ବିଶ୍ରାମ ପାଇଁ ଦିନଟିଏ ଉତ୍ସର୍ଗ କରିବା । ବିଶ୍ୱ ବିଶ୍ରାମ ଦିବସର ପରିକଳ୍ପନା ଏବଂ ତାକୁ ଦୀର୍ଘ ୫ ବର୍ଷ ହେଲା ଡିସେମ୍ବର ୩୦ ତାରିଖରେ ପାଳି ଆସୁଥିବା ଭଦ୍ରକ ଜିଲ୍ଲାର ସମାଜସେବୀ ରାଧାକାନ୍ତ…

ଅଷ୍ଟମ ଓପନ ଡ଼ବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଘାଟିତ। 

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ସହରସ୍ଥିତ କଳାମନ୍ଦିର ୟୁଥ କ୍ଳବ ଆନୁକୂଲ୍ୟରେ ରିକ୍ରିୟେସନ ସେଣ୍ଟର ଠାରେ ଦ୍ବିଦିବସୀୟ ଅଷ୍ଟମ ଓପନ ଡ଼ବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିବାନ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଚନ୍ଦନ ବଂଶଲ ଯୋଗଦେଇ ଆନୁଷ୍ଠାନିକ ଭାବେ…