ବଣାଇଗଡ଼ରେ ଆପୋଲୋ ହସ୍ପିଟାଲ୍ସର ମାଗଣା ସ୍ୱାସ୍ଥ୍ୟ ଶିବିର
୮୦ରୁ ଅଧିକ ଲୋକ ହେଲେ ଉପକୃତ, ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଯୋଗଦାନ
ରାଉରକେଲା / ବଣାଇଁ , (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବୋଣାଇଗଡ଼ର ଶିବଗୌରୀ ବିହାରଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଆଦିତ୍ୟ!-->!-->!-->!-->!-->…