ଧର୍ମଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର

 ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଧର୍ମଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଦଳୀୟ କନ୍ଦଳରେ ଅତିଷ୍ଠ ହୋଇ ବରିଷ୍ଠ ବିଜେଡି ନେତା ତଥା ଧର୍ମଗଡ଼ ବିଧାୟକ ପ୍ରତିନିଧି ନେତା ଗୌରଚନ୍ଦ୍ରଛତ୍ରିଆ ଦଳ ଛାଡ଼ିବାକୁ ଘୋଷଣା କରିଛନ୍ତି ।  

ଘର୍ଲା ଜୋର ନିକଟରେ ଦୁର୍ଘଟଣା 

ରାସ୍ତାର ଘର୍ଲା ଜୋର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଚାଷ ଜମିରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଗାଡିଚାଳକ ସୁରକ୍ଷିତ ଥିବା ଜଣାପଡିଛି।

ସପ୍ତାହବ୍ୟାପି ଝାଂଜ ପାହାଡରେ ଚାଲିଛି ମାକର ବିହା :  ଘେଁସ ବନ କର୍ମଚାରୀଙ୍କୁ ମିଳିନି ନିମନ୍ତ୍ରଣ

ମେଲଛାମୁଣ୍ଡା (ମନୋଜ ଭୋଇ) ସରକାର ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ରକ୍ଷା ଉଦେଶ୍ୟରେ ଜଙ୍ଗଲ ବିଭାଗକୁ ଅପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରୁଛନ୍ତି । କେତେ ବେଳେ ଚାରା ରୋପଣ ପାଇଁ ତ କେତେ ବେଳେ ନିଅାଁ ଦାଉରୁ ଗଛ ସବୁକୁ ରକ୍ଷା କରିବା ପାଇଁ ମାତ୍ର ବରଗଡ ଜିଲ୍ଳା ଘେଁସ ରେଂଜ ଅଧିନସ୍ତ  ଝାଂଜ…

“ଡବଲ ଇଞ୍ଜିନର ମୋହର ବାଜିଲେ ସାମୁହିକ ବିକାଶ ସମ୍ଭବ”

ମୋହନା ନିର୍ବାଚନ ମଣ୍ଡଳୀବାସୀ ଚଳିତ ନିର୍ବାଚନରେ ଭାଜପାକୁ ରାଜ୍ୟ ଓ ଦେଶରେ ନେତୃତ୍ୱ ଦେବା ପାଇଁ ଡବଲ ଇଞ୍ଜିନର ମୋହର ଦେଲେ ହିଁ ରାଜ୍ୟ ଓ ଦେଶ ସମେତ ଅଞ୍ଚଳର ବିକାଶ ସମ୍ଭବ ହେବ ବୋଲି ଗଜପତି ଜିଲ୍ଲା ମୋହନା ବିଧାନ ସଭା ମଣ୍ଡଳୀର ରା.ଉଦୟଗିରି ଠାରେ ଅନୁଷ୍ଠିତ ଭାଜପାର ବିଜୟ ସଂକଳ୍ପ…

ପୁଣି ଏକ ଦଳକୁ ମୁହଁ ମୋଡିଲେ ବିଭୁ ତରାଇ 

 ତିର୍ତ୍ତୋଲ କଂଗ୍ରେସ ବିଧାୟକ ଟିକଟ ଫେରାଇଦେଲେ କଂଗ୍ରେସ ଛାଡିଲେ,  ପଦ୍ମରୁ ହୋଇପାରନ୍ତି ଜଗତସିଂହପୁର ପାଇଁ ସାଂସଦ ପ୍ରାର୍ଥୀ    ତିର୍ତ୍ତୋଲ/ପାରାଦ୍ୱୀପ-ରମେଶ ମହାନ୍ତି : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବାବେଳେ ସବୁ ଦଳ ପକ୍ଷରୁ ନିଜ ନିଜର ପ୍ରାର୍ଥୀ ତାଲିକା…

ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ହେଲେ ମିନାକ୍ଷୀ ମହାନ୍ତ

ଶେଷରେ ବହୁ ମାନସ ମନ୍ଥନ ପରେ ଘୋଷଣା ହେଲା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ | ସେଠାରୁ ଦଳ ମିନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରିଛି | ଫଳରେ ଆଶା ବାନ୍ଧି ବସିଥିବା ବିଜେଡି ନେତା କୁଶ ଆପଟ ନିରାଶ ହୋଇଛନ୍ତି | ମିନାକ୍ଷୀ ହେଉଛନ୍ତି ବିଧାୟକ ସନାତନ ମହାକୁଡ଼ଙ୍କ…

ନିଜ ଲୋକଙ୍କ ଚକ୍ରାନ୍ତର ଶିକାର ଶିଶୁପାଳ ହେଲେ ଜାନକୀ ନନ୍ଦନ, ଘୋଷଣା ହେବା ପରେ କଟିଲା ତାଲିକାରୁ ନାଁ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥ୍ଵୀବଲ୍ଲବ ପଟ୍ଟନାୟକଙ୍କ ନାଁ ବେଗୁନିଆ ବିଧାନସଭା ଆସନ ପାଇଁ ଘୋଷିତ ହେବା ସମସ୍ତଙ୍କୁ ବିସ୍ମିତ କରିଥିଲା | ଆଶ୍ଚର୍ଯ୍ୟ ଲାଗିଥିଲା ପୃଥ୍ଵୀଙ୍କ ବାଟ ଓଗାଳି ଆଶୀଥିବା କ୍ଷମତାଳିପସୁ  ମଧୁର…

ତିତଲି ସମୟରେ ଗଜପତି ଲୋକଙ୍କ ନିକଟରେ ପ୍ରଥମେ ପହଁଚିଥିଲା ବିଜେପି – ଧର୍ମେନ୍ଦ୍ର ପ୍ରଧାନ

ଆର୍. ଉଦୟଗିରି ଏବଂ କାଲିମେଳାରେ ବିଜେପିର ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ  ତିତିଲିରେ ଗଜପତି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶାସକ ଦଳର ସାଂସଦଙ୍କ ଦେଖା ନଥିଲା  ବେବିନା ଅତ୍ୟାଚାରର ମୁଖ୍ୟ ନାୟକ ମହାରଥୀଙ୍କୁ ନବୀନ ବିଜେଡିର ପ୍ରାର୍ଥୀ କରିଛନ୍ତି  ଓଡିଆ ଲୋକ ଓ…

ଲକ୍ଷ୍ମଣ ମେହେର ଓ ସହଯୋଗୀଙ୍କ କଂଗ୍ରେସରୁ ଇସ୍ତଫା ଝଟକା

 ଦଳ, ନେତା ଓ ଜନତାଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ଲକ୍ଷ୍ମଣ ଏବଂ ସାଥି  - କଂଗ୍ରେସ   ବଲାଙ୍ଗୀର / ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଜଣାଶୁଣା କଂଗ୍ରେସ ନେତା ତଥା ଜଣାଶୁଣା ସମବାୟବିତ ଲକ୍ଷ୍ମଣ ମେହେର, ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଓ କିଛି କଂଗ୍ରେସ ନେତା ଦଳ ଛାଡିବା…

ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନରେନ୍ଦ୍ର ସୁନା ବିଜେଡିରେ ଯୋଗଦାନ

ବଲାଙ୍ଗିର.ନିରୋଜ ମିଶ୍ର - ମାଧିଆପାଲି ଗ୍ରାମର ପୂର୍ବତନ ସମିତି ସଭ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନରେନ୍ଦ୍ର ସୁନା ବିଜେପି ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି ।  ନବିନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟାବଳିରେ ପ୍ରୋତ୍ସହିତ ହୋଇ ନରେନ୍ଦ୍ର ଆଜି ବିଧାୟକ ପ୍ରାର୍ଥୀ ଅର୍କେଶ…