ବରମୁଣ୍ଡା ଠାରେ ଆନ୍ତଃରାଜ୍ୟ ବସ ଟର୍ମିନାଲ : ଖର୍ଚ ହେବ ୧୬୦କୋଟି 

0

ଭୁବନେଶ୍ୱରରେ ଆନ୍ତଃରାଜ୍ୟ ବାସ ଟର୍ମିନାଲ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି | ବରମୁଣ୍ଡା ଠାରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି | ଏଠି ପାଇଁ ୧୬୦କୋଟି ଟଙ୍କା ଖର୍ଚ ହେବ ବୋଲି ନଗର ଉନ୍ନୟନ, ପଞ୍ଚାୟତିରାଜ, ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି | ଖୁବ ଶୀଘ୍ର କଟକ ଓ ରାଉରକେଲାରେ ଏଭଳି  ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ  କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି |

Leave A Reply

Your email address will not be published.