ବାଦଲଙ୍କୁ ସାଧାରଣ ସମ୍ପାଦକ ପଦ ସହ ଭୁବନେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ନୁନୁ ଓ ସାରଦା  ବି  ହେଲେ ସାଧାରଣ ସମ୍ପାଦକ  ଭୁବନେଶ୍ୱର :   ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର-ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି( ବାଦଲ) ଙ୍କୁ ଦଳର ରାଜ୍ୟ ସାଧାରଣ ସଂପାଦକ ସହିତ ଭୁବନେଶ୍ୱର ସାଂଗଠନିକ…

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳ ଛାଡ଼ିଲେ ବିଜେପି ମୁଖପାତ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ 

ବିଜେଡିରେ ଯୋଗ ଦେଲେ ବିଶ୍ୱସୁନ୍ଦର ଓ ବିଶ୍ୱଜିତ ଭୁବନେଶ୍ୱର: ୨୦୧୪ ସାଧାରଣ ନିର୍ବାଚନରେ ଆଠଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ୱସୁନ୍ଦର ମିଶ୍ର ଏବଂ ବିଜେପି ରାଜ୍ୟ ମୁଖପାତ୍ର ବିଶ୍ୱଜିତ ମହାନ୍ତି  ତାଙ୍କର ଶତାଧିକ ସମର୍ଥକ ଓ କର୍ମୀଙ୍କ ସହ ନବୀନ…

ବିପୁଳ ପରିମାଣରେ ନିଶା ସାମଗ୍ରୀ ଓ ନଗଦ ଟଙ୍କା ଜବତ ଦୁଇ ଗିରଫ

 ବରଗଡ :- ଆଗକୁ ସାଧାରଣ ନିର୍ବାଚନ । ରାଜନୈତିକ ଉଷ୍ଣତା ସହିତ ଅପରାଧିକ ଗତିବିଧି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ପୋଲିସ ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ମାତ୍ରାରେ  , କଫସିରଫ ଓ ଗଞ୍ଜେଇ ,ଇତ୍ୟାଦି ନିଶା ସାମଗ୍ରୀ ସହିତ ପ୍ରାୟ…

    ଅନନ୍ୟ ବିଷ୍ଣୁ କ୍ଷେତ୍ର  ଓଡଗାଁ ପ୍ରଭୁ ଶୀରଘୁନାଥଙ୍କ ପିଠ : ସ୍ଵର୍ଣ କଳସ କ୍ଷେତ୍ରରେ ଚାଲିବ ୧୦ ଦିନ ବ୍ୟାପି…

ଓଡଗାଁ/ ଶ୍ରୀକାନ୍ତ ମିଶ୍ର  : ଓଡିଶାର ଅନନ୍ୟ ବିଷ୍ଣୁ କ୍ଷେତ୍ର ତଥା ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ପ୍ରସିଦ୍ଧଲାଭ କରିଛି ଓଡଗାଁ ପ୍ରଭୁ ଶୀରଘୁନାଥଙ୍କ ପିଠ ।  ଆଜକୁ ପ୍ରାୟ୫ଶହ ବର୍ଷ ହେବ ଶାନ୍ତ କାନ୍ତ କୋମଳ ଭକ୍ତ ବତ୍ସଳ  ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ…

ବାଇକ ଚୋର ଗିରଫ : ଝାଡ଼ଖଣ୍ଡରୁ ଜବତ ହେଲା ବାଇକ 

ବଡ଼ବିଲ: ବଡ଼ବିଲ ଅଞ୍ଚଳରୁ ଗତ କିଛି ମାସ ହେବ କ୍ରମାଗତ ଭାବରେ ବାଇକ ଚୋରି ସ୍ଥାନୀୟ ପୋଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ  ହୋଇଥିବା ବେଳେ ଆଜି ଜଣେ ବାଇକ ଚୋରକୁ  ଝାଡ଼ଖଣ୍ଡର ବଡ଼ଜାମଦା ଅଞ୍ଚଳରୁ ଧରିବାରେ ସକ୍ଷମ ହେବାସହ ଚୋରି ବାଇକକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖ ଦିନ…

 ଉଦଳା ନିର୍ବାଚନ ମଣ୍ଡଳୀ :ଦୁଇ ପୂର୍ବତନଙ୍କ ମଧ୍ୟରେ ସମ୍ମାନର ଲଢେ଼ଇ

 କଂଗ୍ରେସ-ଜେଏମଏମ ମେଣ୍ଟ ବି ଯାଇନି ପଛାଇ  ସାଧାରଣ ବର୍ଗ ନିର୍ଣ୍ଣାୟକ ଭୂମିକା ଲିଭାଇବେ ବାରିପଦା(ଦିଲ୍ଲୀପ ମହାନ୍ତି )- ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଏପ୍ରିଲ ୨୯ ରେ ମତଦାନ ହେବ ।ଏଥି ନିମନ୍ତେ…

ପବିତ୍ର ଓ ପ୍ରସିଦ୍ଧ ବୈଶାଖ ମେଳା ର ପ୍ରସ୍ତୁତି ବୈଠକ 

ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର , ପୁର୍ଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ବରଗଡ଼ ଜିଲ୍ଲାର ପାଇକମାଲ ଠାରେ ଅବସ୍ତିତ , ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ମନ୍ଦିରରେ ମହାପ୍ରଭୁ ଙ୍କର ଦର୍ଶନ କରିବା ପାଇଁ ଓ ମାନଖୋଲି…

ବାରିପଦା ନିର୍ବାଚନ ମଣ୍ଡଳୀ : ବିଜେଡ଼ି ଦୁର୍ଗ ଦଖଲ ପାଇଁ ବିଜେପି ରଚିଛି ବ୍ୟୁହ  

ବାରିପଦା(ଦିଲ୍ଲୀପ ମହାନ୍ତି ) - ଛକପଞ୍ଜା ରାଜନୀତି ଚାଲିଛି ମୟୁରଭଞ୍ଜ ରାଜନୀତିରେ | କେଉଁଠି ନିଜ ଦଳ ଭିତରେ, ତ  କେଉଁଠି ଦଳ ଦଳ ଭିତରେ | କଇଁଚି ଧରି ସମସ୍ତେ ଛକି ବସିଛନ୍ତି କୋଉଠି ଟିକେ ମଉକା ପାଇଲେ ଚରରର କରି ମାରିଦେବେ |  ଆଉ ସବୁଠୁ ରୋଚକ ହେବାକୁ ଯାଉଛି ଲଢେଇ ଜିଲ୍ଲାର ବାରିପଦା…

ବଡ଼ବିଲରେ ବିଜେପିର ରୋଡ଼ ସୋ

ବଡ଼ବିଲ: ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ପ୍ରତିଦ୍ବନ୍ଦିତାକୁ ଓଲ୍ହାଇଥିବା ବିଭିନ୍ନ ଦଳର ପ୍ରାର୍ଥୀ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଗୁରୁବାର ଅପରାହ୍ନରେ ବିଜେପି ବଡ଼ବିଲ ରେ କରିଛି ରୋଡ଼ ସୋ। ଏହି ରୋଡ଼…

ସୂର୍ଯ୍ୟ ପାତ୍ର କେନ୍ଦୁଝର ଜିଲ୍ଲା ଲାଗି ବରିଷ୍ଠ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦୁଝର ଜିଲ୍ଲା ଲାଗି ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି | ସେହିପରି ଆଜି ସକାଳେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ମୁଖପାତ୍ର ଭାବେ…