ବାଙ୍କୀ କଲେଜରେ ନାକ୍ ଦଳର ସମୀକ୍ଷା ବୈଠକ 

ବାଙ୍କୀ, (ଆଶିଷ କୁମାର ମହାପାତ୍ର)ନାକ୍ ଟିମ୍ ବାଙ୍କୀ କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏ ଉପଲକ୍ଷେ ଦୃଶ୍ୟଶ୍ରାବ୍ୟ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ନାକଟିମ୍ ଚେୟାରମ୍ୟାନ୍ ଡ. ଏମ୍.ଏସ୍. ମୁଦ୍ଥାୟା, ସଭ୍ୟ ଓ ସଂଯୋଜକ ପ୍ରଫେସର ନଟପାଟ୍ ସିଂ ଶେଖାୱାତ୍ ଓ ସଭ୍ୟା…

ଯୁବ ନେତା ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ରାଜ୍ୟ ପରାମର୍ଶଦାତା, ମେଡିଆ ପ୍ୟାନେଲିଷ୍ଟ ତଥା ପଶ୍ଚିମ ଓଡିଶାର ଟାଣୁଆ ଯୁବ ନେତା ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି | ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ଜେନାଙ୍କୁ ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା…

ବାଙ୍କୀରେ ବିଜେପି ପକ୍ଷରୁ ମୋଟର ସାଇକେଲ୍ ଶୋଭାଯାତ୍ରା 

ବାଙ୍କୀ (ଆଶିଷ କୁମାର ମହାପାତ୍ର) କଟକ ଲୋକସଭା ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମିଶ୍ର ଓ ବାଙ୍କୀ ବିଧାନସଭା ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଆସନ୍ତା ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଆଜି ବାଙ୍କୀ ନଗର ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା…

  ସୌମ୍ୟ ବାବୁଙ୍କୁ ପ୍ରାଇସ ମିଳିଲା, ରାଜ୍ୟସଭାର ପ୍ରେଷ୍ଟିଜ୍ ଓ ପକେଟ ଗରମ କରିବାର ପଇସା ମିଳିଲା:- ଧର୍ମେନ୍ଦ୍ର…

 କଟକ-ଭୁବନେଶ୍ୱର-ଚୌଦ୍ୱାରକୁ ମିଶାଇ ମେଟ୍ରୋ ରେଳର ବ୍ୟବସ୍ଥା କରାଯିବ  ଓଡିଶାର ଚୌଦ୍ୱାର ସମେତ ୧୫ଟି ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ  ଆଗାମୀ ୨ ବର୍ଷ ଭିତରେ ଓଡିଶାର ସବୁ ସରକାରୀ ପଦବୀକୁ ପୂରଣ କରାଯିବ  ହଜାର କୋଟି ଟଙ୍କାରେ ପୁନରୁଦ୍ଧାର କରି ବିଶ୍ୱସ୍ତରର ଉତ୍ପାଦନ …

ହାଟକୁ ଯାଇ ଗଛରେ ଝୁଲି ଜୀବନ ହାରିଲେ ପଦ୍ମିନୀ ଓ ମଉନାବତୀ

 ୨ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ପୋଲିସ ଚଳାଇଛି ତଦନ୍ତ କୋମନା/(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ସମର ସିଂ ଗାଁ ନିକଟସ୍ଥ ପୁଟକେଲପଡ଼ା ଜଙ୍ଗଲ ରୁ ଦୁଇ ଜଣ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି ।ସୂଚନା ମତେ ଗତ ୧୧ ତାରିଖ ଗୁରୁବାର ଦିନ ଲଖନା ଥାନା…

ନବୀନ ବାବୁ ଏଥର ଯିବେ – ଧର୍ମେନ୍ଦ୍ର

 ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ନବୀନଙ୍କ ପ୍ରଶ୍ନର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଓଡିଶାର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଇଲେଣି, ନବୀନ ବାବୁ ଏଥର ଯିବେ  ସାଢେ ୪ କୋଟି ଓଡିଆ ପ୍ରତ୍ୟେକ ଜଣେ ଜଣେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  କଳିଙ୍ଗ ଯୁଦ୍ଧରେ କିଏ ରାଜା ନଥିଲେ-…

ଜନ୍ମନାରାୟଣବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ : ଆସନ୍ତା କାଲି ଡାଡକା ବଧ ବେଶ

 ଓଡଗାଁରେ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ  ଓଡଗାଁ(ଶ୍ରୀକାନ୍ତ ମିଶ୍ର):  ସ୍ୱର୍ଣ୍ଣ କଳସ କ୍ଷେତ୍ର ତଥା ନୟାଗଡ ଜିଲ୍ଲାର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାବେ ସୁପରିଚିତ ଶ୍ରୀରଘୁନାଥଙ୍କ ପୀଠ  ଓଡଗାଁରେ ଆଜି ପବିତ୍ର ଚୈତ୍ର ଶୁକ୍ଲ ପୁନର୍ବସୁ ନକ୍ଷତ୍ର  ନବମୀ ତିଥି ଶନିବାର ଠାରୁ ପ୍ରସିଦ୍ଧ…

ନୟାଗଡ ଅବକାରୀ ବିଭାଗ ଚଢାଉ: ମହିଳାଙ୍କ ସମେତ ୨ ଗିରଫ

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡଜିଲ୍ଲା ଅବକାରୀ ଅଧିକ୍ଷକ ହମିଦୁଲା ଖାନଙ୍କ ନିର୍ଦ୍ଧଶ କ୍ରମେ ଓଆଇସି ବାଳକୃଷ୍ଣ ପରିଡାଙ୍କ ନେତୃତ୍ୱରେ ଏଏସଆଇ ପ୍ରଫୁଲ୍ଲ କୁମାର ଗୁରୁ, ପୁରୁଷୋତମ ପ୍ରଧାନ, କନେଷ୍ଟବଲ ପ୍ରକାଶ, ନୀଳ, ଶୁଭ ଏବଂ ବିଜୟ ନାୟକଙ୍କ ସହଯୋଗରେ ଆଜି ସକାଳେ ଓଡଗାଁ ଅଂଚଳର…

 ସମସ୍ତଙ୍କ ନଜରରେ ବରଗଡ଼, ବିରୋଧୀଙ୍କ ଟାର୍ଗେଟରେ ସୁଶାନ୍ତ

ଭଟଲିରେ ବିରୋଧୀଙ୍କ ଆଶା ଜୁଆରରେ ପଡିବ ଭଟ୍ଟା !!  ବରଗଡ :- ରାଜନୀତିର ତାତିଲା ତାୱାରେ ବରଗଡ଼ | ତା ଉପରେ ସମସ୍ତଙ୍କ ନଜର, ଲଢେଇ ପତିଆରାର | କାରଣ ଏଠି ହାଇ ପ୍ରୋଫାଇଲ ୱାର | ଲଢ଼ୁଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଲେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଆଉ କେନ୍ଦ୍ରମନ୍ତ୍ରୀ…

ସିଲୁ ପତ୍ରୀ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ସହ ପର୍ଯ୍ୟବେକ୍ଷକ 

ଭୁବନେଶ୍ୱର : ଯୁବ ବିଜୁ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ( ସିଲୁ) କେନ୍ଦ୍ରାପଡା ଜିଲା ପାଇଁ ଦଳର ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି |  ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରୀ ପତ୍ରୀଙ୍କ ଏହି ନିଯୁକ୍ତି ଉପରେ ମୋହର ମାରିଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ…