ହେ ସରକାର : ଜାଙ୍ଗଲ  ଉପରେ କେବେ ପଡିବ ପ୍ରଶାସନର ନଜର 

  ଆଦିବାସୀ ବହୁଳ ପାହାଡିଆ ଗ୍ରାମ 'ଜାଙ୍ଗଲ'ରେ ରାସ୍ତା ଓ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁବିଭିନ୍ନ ବିକାଶ ନାମରେ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନାରେ ଖର୍ଚ୍ଚ…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ…

ବାଇକ ବାଡେଇଦେଲା, ସମବାୟ ତାଲିମ କେନ୍ଦ୍ର ପ୍ରିନ୍ସିପାଲ ଗୁରୁତର

 ବାରିପଦା / ଅରବିନ୍ଦ ଦାସ : ଏକ ସଡକ ଦୁର୍ଘଟଣାରେ ସମବାୟ ପରିଚାଳନା ତାଲିମ ସମିତି କେନ୍ଦ୍ରର ପ୍ରିନ୍ସିପାଲ ସଂଜୀବ କୁମାର ଦେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ସୂଚନାଯୋଗ୍ୟ ଯେ, ଏକ ବାଇକ ଦୁର୍ଘଟଣାରେ 24.5.2019 ରେ ଅଫିସ ଛୁଟି ପରେ ଦିନ…

ସମାଜସେବୀ ପ୍ରସନ୍ନ କୁମାର ସାହୁଙ୍କ ଦେହାନ୍ତ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଜଗଲପାଟ  ପଞ୍ଚାୟତର ଭାଙ୍ଗମୁଣ୍ଡାଗ୍ରାମର ବରିଷ୍ଠ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ସାହୁଙ୍କ ୭୮ ବର୍ଷ ବୟସରେ ତାଙ୍କ ବାସଭବନରେ ଆଜି ଦିପହର ପ୍ରାୟ ୧ଘ୪୦ମି ସମୟରେ  ଦେହାନ୍ତ ହେଇଛି।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ବିଜେଡି କର୍ମକର୍ତ୍ତା, ମୁଖପାତ୍ର ଓ ପାନେଲିଷ୍ଟ

ଭୁବନେଶ୍ୱର,: ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ସରକାର ଗଢ଼ିବାକୁ ଯାଉଛି । ଏହି ଅବସରରେ ଆଜି ଦଳର କର୍ମକର୍ତ୍ତା, ମୁଖପାତ୍ର ଓ ମିଡିଆ…

ସିନାପାଲି ମୁଖ୍ୟ  ରାସ୍ତାରେ ରହିଯାଉଛି ଶହ ଶହ ଯାନବାହାନ। 

ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବସଷ୍ଟାଣ୍ଡରୁ ତହସିଲ ଅଫିସ ଡେଲି ମାର୍କେଟ ପର୍ଯ୍ୟନ୍ତ ଯାନ ବାହାନ ଯିବାଆସିବାର ବହୁତ ଅସୁବିଧା ଦେଖାଦେଉଛି। ପ୍ରତେକ ଦିନ ସକାଲ ନଅ ଟାରୁ ଦଶ ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଯେକୌଣସି ବଡ଼ ଗାଡିଟିଏ ଯାତାୟାତ କଲେ ଦୁଇ ଚକିଆ ଚାରି…

ରେଢ଼ାଖୋଲ ରେ ତାପମାତ୍ରା ୪୫ ଡ଼ିଗ୍ରୀ ଟପିଲା, ଦାଉ ସାଧୁଛି ବିଦ୍ୟୁତ ବିଭାଗ 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରାଞ୍ଚଳରେ ତାପମାତ୍ରା ଦିନକୁ ଦିନ ବୁଦ୍ଧି ପାଇବାରେ ଲାଗିଛି I ଗତ ଶନିବାର ଓ ରବିବାର ଅଞ୍ଚଳରେ ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ କରାଯାଇଛି I ଏହା ପୂର୍ବରୁ ଅଞ୍ଚଳର ତାପମାତ୍ରା ୪୪ ଡ଼ିଗ୍ରୀ ରେ ସିମୀତ ରହିଥିଲା I…

ଓଭର ଟେକିଂ ହେଲା କାଳ, ଦୁର୍ବୃତ୍ତ ନେଲେ ଜୀବନ 

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର କରାମଡ଼ିହୀ ପଂଚାୟତ ଅନ୍ତଗତ ଗୀତ ପଡାର୍ ଗୋପାଳ କୁମାର ଗତ ବିଳମ୍ବିତ ରାତିରେ ବାଇକରେ ସବଡେଗା ଆଡୁ ବାଇକ ଯୋଗେ ଘରକୁ ଫେରିଥିଲେ | ଠିକ ଏହି ସମୟରେ କିଛି ସବଡେଗା ଏରିଆର କିଛି  ଦୁର୍ବୃତ୍ତ ମଧ୍ୟ ବାଇକ ଯୋଗେ କରମଡ଼ିହି  ଆଡକୁ…

ମଇଦାନକୁ ନ ଓହ୍ଲାଇ ଦମ୍ ଦେଖାଇଲେ ବିଷ୍ଣୁ : ମିଳିପାରେ ମନ୍ତ୍ରୀପଦ

ଜଗତସିଂହପୁର/ରମେଶ ମହାନ୍ତି -ଜଗତସିଂହପୁର ହୋଇଛି ଶଙ୍ଖମୟ ସାଂସଦଙ୍କ ସମେତ ୪ବିଧାୟକ ଆସନ ମଧ୍ୟ ପୋଛିନେଲା ବିଜେଡି । ଜିଲ୍ଲାର ସବୁ ଆସନ ଯେ ବିଜେଡି ଦଖଲ କରିବ ତାହାଥିଲା କଳନା ବାହାରେ । ରାଜନୈତିକ ବିଶାରଦମାନେ ଯାହାବି କିଛି ଆକଳନ କରୁଥିଲେ ତାହା ଭୁଲ୍ ପ୍ରମାଣିତ ହୋଇଛି । ଏବେ ନିର୍ବାଚନ…

ଧରାପଡ଼ିଲା ବଡ଼ବିଲ କଲେଜ ଫ୍ୟାନ ଚୋର 

ବଡ଼ବିଲ ; ଆଜି ଜଣେ ଫ୍ୟାନ ଚୋରକୁ ବଡ଼ବିଲ ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ କରିଥିବା ଜଣା ପଡ଼ିଛି। ଗତ କିଛିଦିନ ତଳେ ବଡ଼ବିଲ କଲେଜରୁ ଫ୍ୟାନ ଚୋରି ହୋଇଥିବା ଥାନାରେ ଲିଖିତ  ଅଭିଯୋଗ କରିଥିଲେ କଲେଜ କର୍ତ୍ତୃପକ୍ଷ। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ତଦନ୍ତ କରି ବଡ଼ବିଲ ଗାଢ଼ା…