ଓଡ଼ଗାଁ ବ୍ଲକ୍‌ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର: ୨୨ଟି ଅଭିଯୋଗ ପଞ୍ଜିକୃତ

ଓଡ଼ଗାଁ, ୨୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ମିଶନ ଶକ୍ତି ଗୃହରେ ସୋମବାର ବ୍ଲକ୍‌ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିବାଳା ରଣା, ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଏବଂ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ପ୍ରାକ୍ତନ ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀ କୁମାରୀ ପଟ୍ଟନାୟକଙ୍କ ପରଲୋକ

ଓଡ଼ଗାଁ,୨୧।୯(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ସ୍ଥିତ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀ କୁମାରୀ ପଟ୍ଟନାୟକଙ୍କର ୧୯ ସେପ୍ଟେମ୍ବର ୨୦୨୬ ତାରିଖରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ

ଗଭୀର ଅବପାତ ଆଶଙ୍କା : ୩ ଦିନ ଅଙ୍ଗନବାଡ଼ି ଓ ୨୨ରୁ ୨୪ ଯାଏଁ ସ୍କୁଲ ବନ୍ଦ

୨୨ରେ ହେବ ଏନ ଆର ଟି ଏସ ପରୀକ୍ଷା , ଆଶ୍ରୟସ୍ଥଳୀ ପାଇଁ ପ୍ରସ୍ତୁତ ରହିବ ସ୍କୁଲ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ଭାବ୍ୟ ଗଭୀର ଅବପାତ ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ଜିଲ୍ଲାର ସମସ୍ତ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର, ସେପ୍ଟେମ୍ବର ୨୧: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଚଳିତ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ଲଘୁଚାପ କ୍ଷେତ୍ର ସୋମବାର ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

ଭୁବନେଶ୍ୱର, ସେପ୍ଟେମ୍ବର ୨୧: ଆଇନର କ୍ଷେତ୍ର ଓ ପରିସର ଦିନକୁ ଦିନ ବ୍ୟାପକ ହେଉଥିବାରୁ ବର୍ତମାନ ଆଇନ ଶିକ୍ଷା ପ୍ରତି ଆକର୍ଷଣ ବୃଦ୍ଧି ପାଇଛି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର କହିଛନ୍ତି ।“ଆଇନ ପେସା ଆପଣଙ୍କୁ ନ୍ୟାୟ ସପକ୍ଷରେ ଛିଡ଼ା ହେବା ଏବଂ

ଆୟୁର୍ବେଦ ମହତ୍ତ୍ୱ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ 23 ତାରିଖ ଜାତୀୟ ଆୟୁର୍ବେଦ ଦିବସ ଅବ୍ୟବହିତ ପୂର୍ବରୁ ଆୟୁର୍ବେଦର ସଫଳତା ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ

ପୂଜା ପାର୍ବଣରେ ପ୍ରତିମା ବିସର୍ଜନ ଓ ଶବ୍ଦ ପ୍ରଦୂଷଣ ନିୟମ କଡ଼ାକଡ଼ି ।

ନିୟମ ଉଲ୍ଲଂଘନ କଲେ ଜରିମାନା ଓ ଆଇନାନୁଗତ କାର୍ଯ୍ୟାନୁଷ୍ଠାନ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଆଗାମୀ ପୂଜା ଓ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ରତିମା ନିର୍ମାଣ, ପୂଜା ଆୟୋଜନ, ପ୍ରତିମା ବିସର୍ଜନ ଏବଂ ଲାଉଡ୍‌ସ୍ପିକର, ଡିଜେ ଓ ସାଉଣ୍ଡ ସିଷ୍ଟମ୍‌ର ବ୍ୟବହାର ସମ୍ପର୍କିତ ଆଇନ ଓ

ବିଷମକଟକ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଷମକଟକ /ଗୁଣପୁର / ରାୟଗଡ:- ତା.୨୧-୦୯-୨୦୨୬ରିଖ ଦିନ ବିଷମକଟକ ବ୍ଲକ ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ

ଭଞ୍ଜନଗର ଉପଖଣ୍ଡରେ ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ : ଚୂଡ଼ାନ୍ତ ତାଲିକାରେ ୬,୪୧,୨୨୮ ଭୋଟର

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଉପଖଣ୍ଡର ଚୁଡାନ୍ତ ଭୋଟର୍ ତାଲିକା ପ୍ରକାଶ ନିମନ୍ତେ ଆଜି ଉପଖଣ୍ଡ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏବଂ ଏହି ବୈଠକରେ ସମସ୍ତ ଙ୍କ ଉପସ୍ଥିତି ରେ ନୁତନ ସଂଶୋଧନ ଭୋଟର୍ ତାଲିକା

ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ “ଚାନ୍ଦୁଆ : କାନୋପିଜ୍‌…

ଏହି ପ୍ରକାଶନ ୪୫ଟି କାରିଗରୀ ପୁଞ୍ଜକୁ ନେଇ ନଅମାସ ଧରି କରାଯାଇଥିବା ଗବେଷଣାର ଫଳାଫଳ, ଯେଉଁଥିରେ ୨୫୫ରୁ ଅଧିକ କାରିଗର ନିୟୋଜିତ ହୋଇଥିଲେ ଏବଂ ଏଥିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା, ଦୃଶ୍ୟମାନ ନଥିପତ୍ର ଓ କାରିଗରମାନଙ୍କର ଜୀବନୀକୁ ଏକତ୍ରିତ କରାଯାଇଛି ଭୁବନେଶ୍ୱର,