ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ!: ଜିଲ୍ଲାପାଳଙ୍କୁ ଭେଟିଲା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ଅଭିଯୁକ୍ତଙ୍କୁ…
ନୂଆପଡ଼ା(ଅମିତ ପୁରୋହିତ): ସଦର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଅତିରିକ୍ତି ରାଜସ୍ୱ ନିରୀକ୍ଷକ ନଲିନୀ ମିଶ୍ରଙ୍କୁ ସହର ଜଣେ ଟ୍ରାକ୍ଟର ମାଲିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗୀରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ…