ସିଆରପିଏଫ ୪ର୍ଥ ବାଟାଲିୟନ କ୍ୟାମ୍ପ ପାଳିତ ହେଲା ରଥ ଯାତ୍ରା
ରାୟଗଡା (ସରୋଜ ସାହୁ) – ପବିତ୍ର ଘୋଷ ଯାତ୍ରା ଅବସରରେ ରାୟଗଡା ସହରସ୍ଥିତ ସିଆରପିଏଫର ୪ର୍ଥ ବାଟାଲିୟନ ଠାରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି ଶ୍ରୀଜୀଉଙ୍କ ଘୋଷଯାତ୍ରା । ସକାଳୁ ସକାଳୁ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ପହଣ୍ଡି ବିଜେ କରି ଠାକୁରଙ୍କୁ ରଥାରୂଢ କରାଯାଇଥିଲା ।…