ବ୍କକ ସ୍ତରୀୟ ଶକ୍ତି ସଂରକ୍ଷଣ ଲିଖିତ କୁଇଜ ପ୍ରତିଯୋଗିତା

3

ପଦ୍ମପୁର/ଶାସକ ପ୍ରଶାସକ – ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ରେ ଶକ୍ତି ସଂରକ୍ଷଣ ଉପରେ ବ୍କକ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ  ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍କକରୁ ୧୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଆ ଯାଇଥିଲା। ପ୍ରଥମ,ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୮ ତାରିଖ ଜିଲ୍ଲା ସ୍ତରୀୟ କୁଇଜ୍ ରେ ଭାଗ ନେବା ପାଇଁ ଜଣାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ ସୁନୀଲ ସିହ୍ନା, ଜିତେନ୍ଦ୍ର ପଣ୍ଡା,କାର୍ତ୍ତିକ ଦାଶ, ରାଜେଶ ଖମାରୀ, କ୍ଷୀରସିନ୍ଧୁ ସୁନା, ପ୍ରଶାନ୍ତ ସାହୁ, ଆଭିଳାଷ ସାହୁ, ହରେକୃଷ୍ଣ ମେହେର ଓ କର୍ମଚାରୀ କୃଷ୍ଣ ପ୍ରଧାନ,ପଦ୍କନାଭ ବୁଡେକ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Leave A Reply

Your email address will not be published.