କି ମର୍ମନ୍ତୁଦ : ମର୍ନିଙ୍ଗ ୱାକ ଯାଇ ଆଉ ଫେରିଲେନି ଦମ୍ପତି
କଳାହାଣ୍ଡି/ ଆଦିତ୍ୟ ମହାନ୍ତି : ସକାଳୁ ସକାଳୁ ମର୍ନିଙ୍ଗ ୱାକରେ ଯାଇଥିଲେ ଦୁହେଁ | ହେଲେ ସେମାନେ ଭାବିନଥିଲେ ସେଇଟା ସ୍ୱାମୀସ୍ତ୍ରୀଙ୍କ ଶେଷ ମର୍ନିଙ୍ଗ ୱାକ ହେବ ବୋଲି | କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମହିଚଳା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା | ସଡକ ଦୁର୍ଘଟଣାରେ ପ୍ରାଣ…