ହାଲୋ ମୁଁ ମିନିଷ୍ଟାର ପ୍ରତାପ ଜେନା କହୁଛି 

2

ଭୁବନେଶ୍ୱର(ଶାସକ ପ୍ରଶାସକ) 

 -ନମସ୍କାର …ମୁଁ ମିନିଷ୍ଟର ପ୍ରତାପ ଜେନା କହୁଛି |

-ହଁ ସାର ହଁ 

-ଆପଣ ବ୍ଲକ କୁ ଯାଇଥିଲେ ?

-ହଁ ଯାଇଥିଲି ସାର

-ଆପଣଙ୍କ କୋଉ ବ୍ଲକ 

xxxxxxxxxxxxxx

xxxxxxxxxxxxxx

-ସନ୍ତୁଷ୍ଟ ଅଛି ଆଜ୍ଞା….

-ସନ୍ତୁଷ୍ଟ ଅଛ, ହଉ ହଉ  ଧନ୍ୟବାଦ, ଧନ୍ୟବାଦ  | 

http://www.youtube.com/watch?v=SbtF4_pISRM

ମୋ ସରକାରରେ ଆବାସ ଓ ପାନୀୟ ଜଳ ସାମିଲ ହେଲା ପରେ ଏହା ଥିଲା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ନିର୍ମାଣ  ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଭାଗରେ ମୋ ସରାକର ଓ ୫-ଟି ର କାର୍ଯ୍ୟକାରିତା ନେଇ ସିଧାସଳଖ ଲୋକଙ୍କ ସହିତ ଫୋନ୍‍ ଯୋଗେ କଥା ହୋଇଛନ୍ତି । ବ୍ଲକ ଅଫିସ୍‍କୁ ଆସୁଥିବା ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଓ ବ୍ଲକ କର୍ତ୍ତୃପକ୍ଷଙ୍କ ସହଯୋଗ ନେଇ ମତାମତ ଲୋଡିଛନ୍ତି । ଏହି କ୍ରମରେ ଆଜି ମନ୍ତ୍ରୀ ଶ୍ରୀ ଜେନା ୧୦ଜଣ ହିତାଧିକାରୀଙ୍କ ମତାମତ ଲୋଡିଥିବାବେଳେ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଜେନା | 

 

Leave A Reply

Your email address will not be published.