ତିକ୍ତତା ନେଲା ବିସ୍ଫୋରକ ରୂପ : ଆକ୍ରମଣରୁ ବାଦ ପଡିଲେନି ଥାନା ଓ ପୋଲିସ
୫ ପୋଲିସ କର୍ମଚାରୀ ଆହତ, ପୋଲିସ କଲା ଲାଠିଚାର୍ଜ ଥାନା ଆଗରେ ଜଗିଛନ୍ତି ୨ ପ୍ଲାଟୁନ ପୋଲିସ
ରାୟଗଡା (ସରୋଜ ସାହୁ) –ଦୁଇ ସହି ମଧ୍ୟରେ ରହିଥିବା ତିକ୍ତତା ନେଇଥିଲା ବିସ୍ଫୋରକ ରୂପ | ଲଗାତାର ଅସନ୍ତୋଷର ପରିଣାମ ଘଟଣାକ୍ରମରେ ଏହି ସ୍ତରକୁ ଚାଲିଯାଇଥିଲା ଯାହାର ପରିଣାମ ସ୍ୱରୂପ ଘଟି…