ତୃତୀୟ ମହଲା ସ୍କାନରରେ ମନ୍ତ୍ରୀ ଟୁକୁନି ସାହୁଙ୍କ ବିଭାଗ
ମୋ ସରକାରରେ ସାମିଲ ହେଲା ମହିଳା ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି
ଭୁବନେଶ୍ୱର : ଭାୟା ମିଡିଆ ଛାଡି ତୃତୀୟ ମହଲାର ସ୍କାନରକୁ ସିଧାସଳଖ ଆସୁଛି ଗୋଟିଏ ପରେ ଗୋଟିଏ ବିଭାଗ । ସ୍ୱାସ୍ଥ୍ୟ, ଘରୋଇ, ପଞ୍ଚାୟତିରାଜ ନଗର ଉନ୍ନୟନ , କୃଷି , ଉଚ୍ଚଶିକ୍ଷା, ଆଦି ବିଭାଗ ମୋ ସରକାରରେ ସାମିଲ…