ହରଭଙ୍ଗାବ୍ଲକ:ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ, ପ୍ରତିବାଦରେ ୪ସ୍କୁଲରେ ପଡିଲା ତାଲା
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଗତକାଲି ଶିକ୍ଷକ ବଦଳି ତାଲିକା ପ୍ରକାଶ ପାଇବାପରେ କେତେକ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ବିଦ୍ୟାଳୟ ର ଶିକ୍ଷକ ଙ୍କ ଅନ୍ୟତ୍ର ବଦଳିର ପ୍ରତିବାଦ କରି ଖଣ୍ଡହତା, ଗଣ୍ଡାପାଦୁ, ଧଳପୁର ଓ ଖଜୁରିଆ ଆଦି ୪ଟି ସ୍କୁଲରେ ଏକକାଳୀନ ଭାବେ ତାଲା…