ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଏନଏସି ର ୨ନଂ ଓ୍ୱାଡ ଶୁଣ୍ଢିମୁଣ୍ଡା ଠାରେ ଦିର୍ଘ ୫ ଘଣ୍ଟା ହେଲାଣ ଏକ ତେନ୍ତୁଳି ଗଛର କିଛି ଅଶଂ ବାହିପାଖୁଡା ଧସି ପଡିବାରୁ ଜାତାୟତ ଠପ୍ ହେଇପଡିଛି I ଫଳରେ ଯାନବାହନ ଜାତାୟତରେ ଅସୁବିଧା ଦେଖାଦେଇଛି I ବୌଦ୍ଧ – ରେଢାଖୋଲ ର ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକ ମାନେ ବହୁତ ହଇରାଣ ହେଉଛନ୍ତି I ଏନଏସି କର୍ତ୍ତୁ ପକ୍ଷ କୁ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ସୁବିଧା କରି ନାହାନ୍ତି I
Sign in
Sign in
Recover your password.
A password will be e-mailed to you.