ଆତଙ୍କ : ଅଧାରେ ରହିଲା ଅମରନାଥ ଯାତ୍ରା
ଯାତ୍ରା ସ୍ଥଗିତ, କାଶ୍ମୀର ଘାଟି ଜଲ୍ଦି ଛାଡିବାକୁ ଜାରି ହେଲା ଆଡଭାଇଜରୀ |
ଶ୍ରୀନଗର : ଅମରନାଥ ଯାତ୍ରା ଅବସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ କାଶ୍ମୀର ସରକାର ସତର୍କତାମୂଳକ ପଦକ୍ଷେପ ଭାବେ ଯାତ୍ରାକୁ ସ୍ଥଗିତ ରଖିଛନ୍ତି | ଆଉ…