ହଟିଲା ଧାରା ୩୭୦, ଦୁଇ ଭାଗ ହେଲା ଜମ୍ମୁ-କାଶ୍ମୀର : ବଡ଼ବିଲ ପ୍ରେସ କ୍ଲବ ଖୁସି ମନେଇଲା

ବଡ଼ବିଲ : (ଶାସକ ପ୍ରଶାସକ) ଜମ୍ମୁ ଓ କାଶ୍ମୀର ରେ ୩୭୦ଧାରା ଉଚ୍ଛେଦ ନିମନ୍ତେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ବଡ଼ବିଲ ପ୍ରେସ କ୍ଲବ ସ୍ବାଗତ କରିଛି। ଧାରା ୩୭୦ ଉଚ୍ଛେଦ ପାଇଁ ରାଜ୍ୟସଭାରେ ବିଧେୟକ ପାରିତ ହେବା ପରେ ଏହା ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି ବଡ଼ବିଲ ପ୍ରେସ କ୍ଲବର…

ପୋଲିସ ସର୍ଭିସକୁ ବାଏ ବାଏ କଲେ ଡ଼ଃ ଶର୍ମା, ହେବେ ଲୋକାଯୁକ୍ତ ସଦସ୍ୟ

ସୁନୀଲ ରାୟ ହେଲେ ଭାରପ୍ରାପ୍ତ ଡିଜି ଭୁବନେଶ୍ୱର : ଜଣେ ପ୍ରୋ ପିପୁଲ ଆଇପିଏସ ଅଫିସର ଭାବେ ଜନଶୁଣା ତଥା ଓଡିଶା ପୋଲିସ ବାହିନୀର ଅନ୍ୟତମ ସ୍ୱଚ୍ଛ ଓ ବେଦାଗ ପୁଲିସ ଡିଜି ଡଃ ଆରପି ଶର୍ମା ଓଡିଶା ପୋଲିସ ବହିନୀରୁ ବିଦାୟ ନେଇଛନ୍ତି । ତାଙ୍କ ସ୍ବେଚ୍ଛାକୃତ  ଅବସର ଆବେଦନକୁ ରାଜ୍ୟ ସରକାର…

ବାହାହେବାକୁ କଥା ଦେଇ ୬ ମାସ ହେଲା ଏକାଠି ରହିଲେ , ବାହା ହେବା କଥା ଶୁଣି ଲାଙ୍ଗୁଡ଼ ଜାକିଲେ !!

 ନ୍ୟାୟ ପାଇଁ ହାଇଦ୍ରାବାଦଠୁ ବଲାଙ୍ଗିରରେ ପହଞ୍ଚିଲେ ପ୍ରତାରିତା ଯୁବତୀ। ବଲାଙ୍ଗୀର/ (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ବଲାଙ୍ଗୀର ସହରର ଗାନ୍ଧୀ ଛକ ଠାରେ ନ୍ୟାୟ ପାଇଁ ଲୋକ ଙ୍କ ପାଖରେ ନେହୁରା ହେଉଥିବା ଏକ ଯୁବତୀ କୁ ଦେଖିବାକୁ ମିଲିଥିଲା। ତାଙ୍କୁ ପଚାରିବାରୁ ଜଣା…

୩୭୦ ଓ ୩୫ଏ କୁ ଉଚ୍ଛେଦକୁ ବଲାଙ୍ଗିର ବଜରଙ୍ଗ ଦଲର ସମର୍ଥନ

ବଲାଙ୍ଗିର/(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ସନ୍ତୋଷ କୁମାର ଠାକୁର ) ଭାରତ ସରକାରଙ୍କ ଐତିହାସିକ ନିର୍ଣ୍ଣୟ, ଜମ୍ମୁ କାଶ୍ମୀରର ର ଧାରା ୩୭୦ ଓ ୩୫ଏ କୁ ଉଚ୍ଛେଦ କୁ ସମର୍ଥନ କରି ବଲାଙ୍ଗିର ବଜରଙ୍ଗ ଦଲ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ବେଣ୍ଟ ବାଜା ବଜାଇ ସ୍ବାଗତ କରାଯାଇଥିଲା।…

ବୋଲବମ ପୋଷାକରେ ଜିଲ୍ଲାପାଳଙ୍କ ପାଖରେ କଲେ ଅଭିଯୋଗ

ଗାଇସିଲେଟ / କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଗାନ୍ଧୀ ଭବନଠାରେ ଜିଲ୍ଲା ପାଳଙ୍କ ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ସମେତ  ପଦ୍ମପୁର ଉପଜିଲ୍ଲାପାଳ  ତନ୍ମୟ…

୩୭୦ ଧାରା ହଟିଲା : ଓଡ଼ଗାଁରେ ଖୁସୀ ମନାଇଲା ଓଡ଼ଗାଁ ବିକାଶ ପରିଷଦ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଭାରତ ସ୍ୱାଧିନତାର ୭୨ ବର୍ଷ ପରେ କେନ୍ଦ୍ର ସରକାର ସୋମବାର ୩୭୦ ଧାରା ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ସ୍ଥାନୀୟ ଅଂଚଳରେ  ଶୋଭାଯାତ୍ରା, ବାଣ ଫୁଟା ଓ ମିଠା ଖୁଆଇ ପରସ୍ପରକୁ ଆଲିଙ୍ଗନ କରି ସ୍ଲୋଗାନ…

କାଶ୍ମୀରରୁ ଧାରା-୩୭୦ଉଚ୍ଛେଦ ହିନ୍ଦୁମାନଙ୍କ ବଡ ବିଜୟ – ଶାନ୍ତନୁ କୁସୁମ

ରାଉରକେଲା/ ହୋରଚାନ୍ଦ ଦେଉରିଆ- ଆଜି ଭାରତ ସରକାର କାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରିଥିବା ବେଳେ ଏହାକୁ ହିନ୍ଦୁ ମାନଙ୍କ ବଡ ବିଜୟ ବୋଲି କହିଛନ୍ତି ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସଂପାଦକ ଶାନ୍ତନୁ କୁସୁମ। ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଏକ ପ୍ରେସ୍ ବିବୃତ୍ତିରେ…

କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ : ୪ ବର୍ଷରେ ଖର୍ଚ୍ଚ ହେବ ୪୦୦ କୋଟି, ଉପକୃତ ହେବେ ଏକ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର…

ଓଡ଼ିଶା କୃଷି ଉତ୍ପାଦନ କ୍ଲଷ୍ଟର ପକ୍ଷରୁ "ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ' ଶୀର୍ଷକ କର୍ମଶାଳାଜନଜାତିବହୁଳ ୧୨ଟି ଜିଲ୍ଲାର ୪୦ ବ୍ଲକରେ  ପ୍ରତିଷ୍ଠା କରାଯିବ  କ୍ଲଷ୍ଟର ଭୁବନେଶ୍ୱର: ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ଓ ବଜାରର ଆବଶ୍ୟକତା ଉପଲବ୍ଧ କରି କେଉଁ କୃଷି…

ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଲଟିଛି ଅସରନ୍ତି ଗପ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା  ଉଦଘାଟନକୁ ୬ ବର୍ଷ ପୁରିଲାଣି , ଚାଷ ଜମିକୁ ମାଡ଼ିଲାନି ବୁନ୍ଦାଏ ପାଣି ୩୩ ବର୍ଷରେ ୬ ଶହ କିମି ସରିଛି, ଆଉ ୫ଶହ କିମିକୁ କେତେ ବର୍ଷ ଲାଗିବ କେଜାଣି  ବାରିପଦା(ଦିଲ୍ଲୀପ ମହାନ୍ତି)- ୨୦୧୩ ଜୁଲାଇ ୮ ପୂର୍ବାହ୍ନ ୮ରେ ସୁବର୍ଣ୍ଣରେଖା ନଦୀର ଗାଲୁଡ଼ିହି ବ୍ୟାରେଜର…

ଆଉ….ଅଫିସରଙ୍କୁ କିରାଣୀ କହିବ ନା କଣ ???

Bhubaneswar : ସଚିବାଲୟରେ ଆଜି ହୁଲୁସ୍ଥୁଲୁ | ହାଁ ରେ ହାଁ କି ବହପ ସେ ଚାନେଲ୍ ର | ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ କିରାଣୀ କହିଦେବ !! ନିହାତି ଅସୁନ୍ଦର କଥା ନା | ପିଲାମାନେ ଆଇଆଇଟି ପାସ କରି ଆସିଛନ୍ତି, ସେମାନେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରୀ ପାଇଛନ୍ତି | ସେମାନେ କିରାଣୀ…