ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ରେଢ଼ାଖୋଲ /ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ଉଚ୍ଚ ବିଦ୍ୟାଳୟରେ ଶ୍ରୀ ରାଜେଶ କୁମାର ମିଶ୍ର ଦୀର୍ଘ ଦେଢ଼ ବର୍ଷ ଧରି ଶିକ୍ଷାଦାନ କରିଆସୁଥିଲେ I ଗତ ୩୦-୭-୨୦୧୯ ଦିନ ସ୍ୱଇଛାରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି I ଆଜି କଦଳୀଗଡ଼ ଉଚ୍ଚ…

ଭୁଶୁଡି ପଡିଲା ମାଟି କାନ୍ଥ, ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଗୋଟିଏ ପାରିବାର୍ ଚାରି ସଦସ୍ୟ

Kandhamal/ Gagan Kumar Pradhan : କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷାରେ ବାଲିଗୁଡ଼ା ବ୍ଲକ ଏନ୍ଏସି 12 ୱାର୍ଡ଼ ଗୁଳିମରlପଦl ସାହିରେ ବାସ କରୁଥିବା ଗୀତାଞ୍ଜଳି ପୂଜାରୀ ଓ ତିନି ପୁଅଝିଅକ ସହ ଚାଳିଶି ବର୍ଷ ପୁରୁଣା ଝାଟିମାଟି ଘରେ ବର୍ଷ ବର୍ଷ ଧରି ରହୁଥିବା ବେଳେ ଚାରିଦିନ ଧରି ଲଗାଣ…

ଆଇଏଏସ ସ୍ତରରେ ବଡ ଅଦଳବଦଳ : ଅସିତ ତ୍ରିପାଠୀଙ୍କୁ କେବିକେ ଅତିରିକ୍ତ ଦାୟିତ୍ୱ, କିଶନ କୁମାର ଫୁଲ ଟାଇମ ପୂର୍ତ୍ତ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି  ରାଜ୍ୟ ସରକାର କରିଛନ୍ତି  ବଡ଼ ଧରଣର ଅଦଳ ବଦଳ ହୋଇଛି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ …

କନ୍ଧମାଳରେ ଲଗାଣ ବର୍ଷାର ବିଭୀଷିକା,ଧୋଇ ହୋଇଗଲା ଅସ୍ଥାୟୀ କଲଭର୍ଟ

ତୁମୁଡ଼ିବନ୍ଧ, କଳାହାଣ୍ଡି, ରାୟଗଡ଼ା ଗାଡ଼ି ଚଳାଚଳ ବନ୍ଦ ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : ରାଜ୍ୟରେ ଲାଗି ରହି ଥିବା ଲଗାଣ  ବର୍ଷାରେ ବେହାଲ ହୋଇ ପଡିଛି ସାରା ଓଡିଶା.|  ଏଥିରୁ ବାଦ ପଡି  ନାହିଁ କନ୍ଧମାଳ ଜ଼ିଲ୍ଲା.| ବର୍ଷା ହେବା ଯୋଗୁଁ ବିଜୟୱାଡା- ରାଞ୍ଚି ଜାତୀୟ ରାଜପଥ, 59…

ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବ୍ୟାଙ୍କର୍ସ ମାନଙ୍କ ଜିଲ୍ଲା-ସ୍ତରୀୟ କର୍ମଶାଳା

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି  ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବ୍ୟାଙ୍କର୍ସ ମାନଙ୍କୁ  ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ  ଅନୁଷ୍ଠିତ ହୋଇଯାଇଛି ।     ଜିଲ୍ଲାପାଳ  ଅନୁପମ ଶାହା ଏହି କାର୍ଯ୍ୟକ୍ରମରେ…

ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ସମ୍ପର୍କିତ କର୍ମଶାଳା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନାଓ ଏବଂ ମହିଳା ବିକାଶ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟ ରେ, ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆ ସହାୟତାରେ , ଲିଙ୍ଗଗତ ସମାନତା ଦିଗରେ ସମାଜର ଯୁବପିଢି…

ଅନ୍ୟ ଏକ ମିଶନ ଶକ୍ତି ମାଇଲ୍ ଖୁଣ୍ଟ :ଧାନ ସଂଗ୍ରହରେ ସାମିଲ ହେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର,(ଶାସକ ପ୍ରଶାସକ) :ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥା ପନ କରିଥିବା ମିଶନ ଶକ୍ତି ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ପୂର୍ବରୁ ଏଲ୍ଇଡ଼ିବଲ୍ବ ତିଆରି,ବିଜୁ ଗାଁ ଗାଡ଼ି ଯୋଜନାରେ ବସ ଚଳାଇବା, ସମନ୍ୱିତ ଶିଶୁବିକାଶଯୋଜନାରେ ଛତୁଆ ଜୋଗାଣ, ମିଟର ରିଡିଂ…

ଅବୈଧ କଫ ସିରଫ ଓ ନିଶା ଟାଵଲେଟ ବେପାରୀଙ୍କ ଭିତରେ ଆତଙ୍କ : ମାସିଭ ଆକ୍ସନ ମୋଡ଼ରେ ପଦ୍ମପୁର ପୋଲିସ

 ନିଶାରେ ବି ଭେଜାଲ ,ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ବହୁ ମାତ୍ରାରେ କଫ ସିରଫ ସହିତ ଅଭିଯୁକ୍ତ ଗିରଫ Baragarh/Padmapur/Paikamal  : -  ବରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଅବୈଧ ଭାବରେ କଫ ସିରଫ ଓ ନିଶା ଟାଵଲେଟର କାରବାର ବୃଦ୍ଧି ପାଇଛି। ଏହାକୁ ସାମାନ୍ୟ କିଛି ଟଙ୍କା ଲୋଭରେ କିଛି…

ରେଳବିଭାଗ ଅଧିକାରୀଙ୍କ ସହ ମନ୍ତ୍ରୀ ଟୁକୁନି ସାହୁଙ୍କ ଆଲୋଚନା

ଭୁବନେଶ୍ୱର,: ଟିଟିଲାଗଡ଼ ସବଡିଭିଜନ ଅନ୍ତର୍ଗତ  ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ରେଳବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତିା ଟିଟିଲାଗଡ଼ ସହରରେ ନିର୍ମାଣାଧୀନ ରେଲେଓ୍ୱ…

ଏନ୍.ୟୁ.ଜେ(ଆଇ)ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ଓଡିଶା ସାମ୍ବାଦିକ

 ଜଗତସିଂହପୁର:(ରମେଶ ମହାନ୍ତି)-ନେସନାଲ୍ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ (ଇଣ୍ଡିଆ)ର ଏକ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆନ୍ଧ୍ର ପ୍ରଦେଶର ଅମରାବତୀ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଓଡିଶାର ସଭାପତି ରବି ରଥ,ସଂପାଦକ ଚିତ୍ତ ସ୍ୱାଇଁ,ଜଗତସିଂପୁର ଜିଲ୍ଲାର ସାଧାରଣ ସମ୍ପାଦକ ନୃସିଂହ…