ବରଗଡ଼ ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳିତ

ବରଗଡ଼ (ଶାସକ ପ୍ରଶାସକ )ବରଗଡ଼ ଜଜ୍‌ ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏଠାରେ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସେହି ଭଳି ପଦ୍ମପୁର ଉପଖଣ୍ଡ ସ୍ତରୀଯ କାର୍ଯ୍ୟକ୍ରମ ରେ…

ବନ୍ୟା ପ୍ରପୀଡ଼ିତଙ୍କ ରାସ୍ତାରୋକ

ବଲାଙ୍ଗୀର -ବଲାଙ୍ଗିର ରୁ ସୋନପୁର ରାସ୍ତା ବୈରାସର ଛକ ଠାରେ ବନ୍ୟା ପିଡିତଙ୍କ ରାସ୍ତା ରୋକ। ୨ଦିନ ହେବ  କୈଣସି ସାହାଯ୍ୟ ପାଇନଥିବାରୁ ରାସ୍ତା ରୋକ କରିଥିବା ଜଣାପଡିଛି।

ବେନିୟମ ଭାବରେ ଜୁଆ ଖେଳ ଉପରେ ଚଢ଼ାଉ : 4 ଗିରଫ

ପଦ୍ମପୁର(ନୀଲାମ୍ବର ଦୀପ୍):- ବରିକେଲ ଗ୍ରାମରେ ବେନିୟମ ଭାବରେ ଜୁଆ ଖେଳ ହେଉଥିବା ବିଶ୍ବସ୍ତ ସୂତ୍ର ରୁ ଖବର ପାଇ ପଦ୍ମପୁର ଆଇ.ଆଇ.ସି ମାନସ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସ ଦ୍ୱାରା ବରିକେଲ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବାଳକୃଷ୍ଣ ସାହୁ,ସୁନୀଲ…

ଭାଷା ଆଇନକୁ କାର୍ଯ୍ୟକାରୀ କରିବାପାଇଁ ନିୟମାବକୀ ଜାରି ହେଲା

ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନ, ଖିଲାପକାରୀଙ୍କୁ ଦଣ୍ଡବିଧାନ ସଫଳ ହେଲା ଦୀର୍ଘ 878 ଦିନ ଭାଷା ଆନ୍ଦୋଳନର ଲମ୍ବା ଲଢେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଆଚରଣ ଉଚ୍ଚାରଣ ସମାନ ରଖିବାକୁ ଦାବି କଲା ଭାଷା ଆନ୍ଦୋଳନ ଆଇନକୁ କଡାକଡି କରିବାକୁ ସରକାରଙ୍କ ନିକଟରେ ଦାବି କଲା ଭାଷା…

ଖୋଲାଯାଉନି ପଂଚାୟତ ଅଫିସ, ଚିନ୍ତାରେ ହିତାଧିକାରୀ

ମେଲଛାମୁଣ୍ଡା(ମନୋଜ ଭୋଇ) ବର୍ତମାନ ଉଭୟ ସରକାର ସମସ୍ତ ସରକାରୀ ଯୋଜନାସବୁ ସୁରୁଖୁରୁରେ ଲୋକଙ୍କ ପାଖରେ ପଂହଚାଇବା ପାଇଁ ପଂଚାୟତକୁ ଅଧିକ ଦାୟୀତ୍ୱ ଦେବା ସହ ଅଧିକ କ୍ଷମତା ପ୍ରଦାନ କରିଛନ୍ତି । ମାତ୍ର ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ପଂଚାୟତ ଅଫିସ ଆବଶ୍ୟକ ସମୟରେ ବନ୍ଦ ରହୁଥିବା ଯୋଗୁଁ…

ଆଦିତ୍ୟ ହେବେ ମୁଖ୍ୟ ନିର୍ବାଚନ କମିଶନର, ମୁଖ୍ୟ ସଚିବ ହେବ କିଏ !!!!

ଭୁବନେଶ୍ୱର : ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ତାକୁ ନେଇ ଟଣାଓଟରା ଚାଲିଥିବା ବେଳେ ୟା ଭିତରେ ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନାମ ଚୂଡାନ୍ତ ହୋଇଯାଇଛି ନୂତନ ନିଯୁକ୍ତି ପାଇଁ | ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ  ।  ୧୯୮୩ ବ୍ୟାଚ…

ଓଡ଼ିଆ ଭାଷା ପାଇଁ ସରକାରୀ ନିୟମ ପାଲଟିଛି ପ୍ରହସନ : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ମାନୁନାହାନ୍ତି କଲେଜ…

   ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓଡ଼ିଆ ସ୍ନାତକରେ ଏଡ଼ମିଶନ ଫିଜକୁ ନେଇ ଅଶାନ୍ତି ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହି : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକ ଓଡ଼ିଆ ବିଭାଗ ଛାତ୍ରାଛାତ୍ରୀ ମାନଙ୍କୁ…

ଛେଚୁଛି ବର୍ଷା, ଆଜି ପୁଣି ଶିକ୍ଷାନୁଷ୍ଠାନ ଛୁଟି କଲେ ଜିଲ୍ଲାପାଳ

ବରଗଡ :- ବରଗଡ଼ ଜିଲ୍ଲାରେ ଆଜି ସକାଳୁ ପୁଣି ତୁହାକୁତୁହା ବର୍ଷା ଲାଗି ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଦ୍ୱିତୀୟ ଦିନ ଜିଲ୍ଳାର ସମସ୍ତ  ସରକାରୀ ବେସରକାରୀ ସ୍କୁଲ ଗୁଡ଼ିକୁ ଜିଲ୍ଳା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି । ତେବେ କେବଳ ଛାତ୍ରଛାତ୍ରୀମାନେ ସ୍କୁଲକୁ…

ବାଲିକୁଦା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ : ତତ୍କାଳ ୫ଟି ଅଭିଯୋଗର ସମାଧାନ

ଜଗତସିଂହପୁର:(ରମେଶ ମହାନ୍ତି)-ଆଜି ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣୀ କରିଥିଲେ।ଏହି…

କ ନୂଆଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣୀ

ଜି ଉଦୟଗିରିରୁ ଗଗନ କୁମାର ପ୍ରଧାନ କ ନୂଆଗାଁ ବ୍ଲକ ସଭା ଗୃହରେ ଜିଲ୍ଲ ପlଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ବେ 14 ଟି ପଞ୍ଚାୟତର ବହୁ ଲୋକ ଅଭିଯୋଗ କରିବା ନିମନ୍ତେ ଆସିଥିଲେ । କିନ୍ତୁ ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମରେ ଅନୁପସ୍ଥିତ…