ପର୍ଯ୍ୟଟନର ବିକାଶ ପାଇଁ ଭଞ୍ଜସେନା ପକ୍ଷରୁ ଏସ.ଟି.ଆର.ଓ ପର୍ଯ୍ୟଟନ ଅଫିସ ଘେରାଓ
ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତଥା ଅଭୟାରଣ୍ୟରେ ଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଷିଆ ବ୍ୟାଘ୍ର ପ୍ରକଳ୍ପକୁ ରାତି ଅଧିଆ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ସାତକୋଶିଆ ପ୍ରକଲ୍ପ ବନ୍ଦ ହେବା ପରେ…